ଫାଣ୍ଡି ଅଧିକାରୀଙ୍କ ଆୟ ବହିର୍ଭୂତ ସଂପତ୍ତିର ମୂଲ୍ୟ ୧.୪୫ କୋଟି, ବାନ୍ଧିଲା ଭିଜିଲାନ୍ସ

ଢେଙ୍କନାଳ (ଓଡ଼ିଶା ରିପୋର୍ଟର): ୧ କୋଟି ୪୫ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଣେ ଫାଣ୍ଡି ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ନାଁ ସମରେନ୍ଦ୍ର ସାମଲ। ସେ ଢେଙ୍କାନାଳ ମହାବୀର ରୋଡ଼ ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ସମରେନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ତାଙ୍କର ୧ କୋଟି ୮୨ ଲକ୍ଷ ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ସେଥିମଧ୍ୟରୁ ୧ କୋଟି […]

Samarendra samal

Samarendra samal

Jitendra Garnayak
  • Published: Wednesday, 03 November 2021
  • Updated: 03 November 2021, 09:05 PM IST

Sports

Latest News

ଢେଙ୍କନାଳ (ଓଡ଼ିଶା ରିପୋର୍ଟର): ୧ କୋଟି ୪୫ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜଣେ ଫାଣ୍ଡି ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ନାଁ ସମରେନ୍ଦ୍ର ସାମଲ। ସେ ଢେଙ୍କାନାଳ ମହାବୀର ରୋଡ଼ ଫାଣ୍ଡି ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ସମରେନ୍ଦ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ତାଙ୍କର ୧ କୋଟି ୮୨ ଲକ୍ଷ ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ସେଥିମଧ୍ୟରୁ ୧ କୋଟି ୪୫ ଲକ୍ଷ ଆୟ ବହିର୍ଭୂତ ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି।

ବନମାଳୀପ୍ରସାଦରେ ସମରେନ୍ଦ୍ର ସାମଲଙ୍କର ୨ଟି ୨ ମହଲା କୋଠା ଥିବା ବେଳେ କେନ୍ଦୁପାଟଣାରେ ମଧ୍ୟ ଗୋଟିଏ କୋଠା ରହିଛି। ଢେଙ୍କାନାଳରେ ତାଙ୍କର ୧୦ଟି ପ୍ଲଟ ରହିଛି। ତାଙ୍କର ୨ଟି କୁକୁଡ଼ା ଫାର୍ମର ମଧ୍ୟ ରହିଛି। ସେହିପରି ତାଙ୍କର ଗୋଟିଏ କାର୍ ଅଛି। ସମରେନ୍ଦ୍ର ବ୍ୟାଙ୍କରେ ୧୬.୪୧ ଲକ୍ଷ ଟଙ୍କା ଜମା ରଖିଥିଲେ। ତାଙ୍କର ସାଢ଼େ ୪ ଲକ୍ଷ ଟଙ୍କାର ବୀମା ଜମା ମଧ୍ୟ ଠାବ କରାଯାଇଛି।

ଗତକାଲି ସମରେନ୍ଦ୍ରଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା। ତିନି ଜଣ ଡିଏସପିଙ୍କ ତତ୍ତ୍ୱାବଧାନରେ ଢେଙ୍କାନାଳ ଓ କଟକ ଭିଜିଲାନ୍ସ ବିଭାଗ କର୍ମଚାରୀ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story