ପୁଲିସ୍‌ର ବର୍ବରତା; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୁଣି ସାମ୍ନାକୁ ଆସିଲା ପୁଲିସ୍‌ର ବର୍ବରତା । କିଛି ଦିନ ପୂର୍ବେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନା ଭିତରେ ଗଡ଼ାଇ ଗଡ଼ାଇ ପିଟୁଥିବା ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ।  ଏଥର କିନ୍ତୁ ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ୪, ୫ ପୁଲିସ୍‌  କର୍ମୀ । ଏହି ଭିଡିଓ ଭାଇରାଲ ହେବା ପରେ ଜଣେ କନଷ୍ଟେବଳଙ୍କୁ […]

bhad-5

bhad-5

Niharika Rout
  • Published: Tuesday, 26 May 2020
  • Updated: 26 May 2020, 10:33 AM IST

Sports

Latest News

ଭଦ୍ରକ(ପାର୍ଥ ସାରଥୀ ନାୟକ): ପୁଣି ସାମ୍ନାକୁ ଆସିଲା ପୁଲିସ୍‌ର ବର୍ବରତା । କିଛି ଦିନ ପୂର୍ବେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନା ଭିତରେ ଗଡ଼ାଇ ଗଡ଼ାଇ ପିଟୁଥିବା ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକରେ।  ଏଥର କିନ୍ତୁ ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ୪, ୫ ପୁଲିସ୍‌  କର୍ମୀ । ଏହି ଭିଡିଓ ଭାଇରାଲ ହେବା ପରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ଭଦ୍ରକ ଏସ୍‌ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଭଦ୍ରକ- ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଥାନା ନିକଟ ରାସ୍ତାରେ ପୁଲିସ୍‌ର ଏପରି ବର୍ବର କାଣ୍ଡ ଦେଖିବାକୁ ମିଳିଥିଲା। ମାସ୍କ ପିନ୍ଧି ନ ଥିବାରୁ ପୁଲିସ୍‌ ଦ୍ୱାରା ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି ବ୍ୟକ୍ତି ଜଣକ।  ମହିଳା ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ୍‌ କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଲାଠି ପାହାର କରି ଚାଲିଥିଲେ। ବ୍ୟକ୍ତି ଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଏହି ଭିଡିଓ ଭାଇରାଲ ହୋଇଥିବା ବେଳେ ଜଣେ ବ୍ୟକ୍ତି  ଟ୍ୱିଟ୍ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଡିଜିପି ଓ ଭଦ୍ରକ ଏସ୍‌ପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହା ପରେ ଭଦ୍ରକ ଏସ୍‌ପି ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ଭଦ୍ରକ ପୁଲିସ୍ କେବଳ ନିଜ ଭାବମୂର୍ତ୍ତି ରକ୍ଷା କରିବାକୁ ଯାଇ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରିଛି ବୋଲି ଆଲୋଚନା ହେଉଛି।

ପୁଲିସ୍‌ ଲାଠି ମାଡ଼ ଖାଇ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ମହିଳା କନଷ୍ଟେବଳଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ପୂରା ଘଟଣା ସମ୍ପର୍କରେ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story