ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଛେଚା ଖାଇଲେ ପୋଲିସ ବାବୁ

<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୋଲିସକୁ ନିର୍ଧୁମ ଛେଚା। ଏହି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପଞ୍ଚଳ ଗାଁରେ। ରାସ୍ତା କାମକୁ ନେଇ ଗାଁର ୩ଟି ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଅଭିଯୋଗ ପାଇବା ପରେ ବାଲିଅନ୍ତା ଥାନା ଅଧିକାରୀ ସୁଧୀର ଦାଶ ଗାଁକୁ ଯାଇଥିଲେ। କୌଣସି ମହିଳା ପୋଲିସ କର୍ମଚାରୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ଉତ୍ତେଜନା ଦେଖାଦେଇଥିଲା। ସୁଧୀର ଅଭିଯୁକ୍ତଙ୍କୁ ଆଣିବା ସମୟରେ ମହିଳାମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏହାପରେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସୁଧୀରଙ୍କୁ ଆକ୍ରମଣ କରଯାଇଥିଲା। &nbsp;ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।</p>

Ordigital Desk
  • Published: Sunday, 04 February 2018
  • Updated: 04 February 2018, 12:24 PM IST

Sports

Latest News

<p>ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର):ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୋଲିସକୁ ନିର୍ଧୁମ ଛେଚା। ଏହି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପଞ୍ଚଳ ଗାଁରେ। ରାସ୍ତା କାମକୁ ନେଇ ଗାଁର ୩ଟି ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଅଭିଯୋଗ ପାଇବା ପରେ ବାଲିଅନ୍ତା ଥାନା ଅଧିକାରୀ ସୁଧୀର ଦାଶ ଗାଁକୁ ଯାଇଥିଲେ। କୌଣସି ମହିଳା ପୋଲିସ କର୍ମଚାରୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ଉତ୍ତେଜନା ଦେଖାଦେଇଥିଲା। ସୁଧୀର ଅଭିଯୁକ୍ତଙ୍କୁ ଆଣିବା ସମୟରେ ମହିଳାମାନଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏହାପରେ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସୁଧୀରଙ୍କୁ ଆକ୍ରମଣ କରଯାଇଥିଲା। &nbsp;ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos