ଆମେ ଟେନ୍‌ସନ୍‌ ଦେଇ ନଥିଲୁ:ଏନ୍‌ଆଇଟି

ରାଉରକେଲା(ଓଡ଼ିଶା ରିପୋର୍ଟର):ରାଉରକେଲା ଏନ୍ଆଇଟିର ଆସୋସିଏଟ୍ ପ୍ରଫେସର ଆର.ଜୟ ବାଲାନ ଓ ପତ୍ନୀ ମାଳିନୀ କେଶୱନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି। କେବଳ ଯେ, ନିଃସନ୍ତାନ ହୋଇଥିବାରୁ ଦମ୍ପତି ସୁଇସାଇଡ କରିଥିବେ ତାହା କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। କିନ୍ତୁ ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ ନୋଟରେ ସ୍ପଷ୍ଟ ଭାବେ ଏହି କଥା ଉଲ୍ଳେଖ ରହିଛି। ଏପଟେ ରବିବାର ଦିନ ମୃତକଙ୍କ ପରିବାର ଲୋକେ ରାଉରକେଲା ଆସି ଉଭୟଙ୍କ ମରଶରୀର ନେଇଛନ୍ତି। ମଦୁରାଇର ଏରୋଡରୁ ମୃତ ପ୍ରଫେସରଙ୍କ […]

rkl1

rkl1

Tapas Behera
  • Published: Sunday, 18 August 2019
  • Updated: 18 August 2019, 08:19 PM IST

Sports

Latest News

ରାଉରକେଲା(ଓଡ଼ିଶା ରିପୋର୍ଟର):ରାଉରକେଲା ଏନ୍ଆଇଟିର ଆସୋସିଏଟ୍ ପ୍ରଫେସର ଆର.ଜୟ ବାଲାନ ଓ ପତ୍ନୀ ମାଳିନୀ କେଶୱନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି। କେବଳ ଯେ, ନିଃସନ୍ତାନ ହୋଇଥିବାରୁ ଦମ୍ପତି ସୁଇସାଇଡ କରିଥିବେ ତାହା କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। କିନ୍ତୁ ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ ନୋଟରେ ସ୍ପଷ୍ଟ ଭାବେ ଏହି କଥା ଉଲ୍ଳେଖ ରହିଛି। ଏପଟେ ରବିବାର ଦିନ ମୃତକଙ୍କ ପରିବାର ଲୋକେ ରାଉରକେଲା ଆସି ଉଭୟଙ୍କ ମରଶରୀର ନେଇଛନ୍ତି।

ମଦୁରାଇର ଏରୋଡରୁ ମୃତ ପ୍ରଫେସରଙ୍କ ପରିବାର ଲୋକ ଆସିବା ପରେ ସେମାନଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ହୋଇଛି।  ପରେ ପୁଲିସ ଉଭୟ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଏହି ଘଟଣାରେ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି। ଯେଉଁଥିରେ ଲେଖା ଅଛି 'ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି।' ତା’ ସହିତ ଶ୍ରୀ ବାଲାନଙ୍କ ସବୁ ଧନସମ୍ପତ୍ତି କଥା ବଡ଼ଭାଇ ବୁଝାବୁଝି କରିବେ ଏବଂ କେଉଁ ଲକର, କେଉଁ ବ୍ୟାଙ୍କରେ କେତେ ଟଙ୍କା, ସୁନା ଗହଣା ଅଛି ଏନେଇ ମଧ୍ୟ ସବୁ ସୂଚନା ରହିଛି। ସମୁଦାୟ ୪ ପୃଷ୍ଠାର ସୁଇସାଇଡ ନୋଟ ମଧ୍ୟରୁ ତିନି ପୃଷ୍ଠା ଇଂରାଜୀରେ ଲେଖା ହୋଇଥିବା ବେଳେ ଗୋଟିଏ ପୃଷ୍ଠା ତାମିଲରେ ଲେଖା ହୋଇଛି। ସବୁ ପୃଷ୍ଠା ତଳେ ଉଭୟ ଦମ୍ପତିଙ୍କ ଦସ୍ତଖତ ମଧ୍ୟ ରହିଛି।

ପ୍ରଫେସର ଆର.ଜୟ ବାଲାନ ଜଣେ ଉଚ୍ଚକୋଟୀର ସ୍କଲାର ଥିଲେ। ଷ୍ଟାଫ୍‌ମାନଙ୍କ ସହ ତାଙ୍କର ଭଲ ସର୍ମ୍ପକ ଥିଲା। ଛାତ୍ରଛାତ୍ରୀମାନଙ୍କୁ ସେ ଭଲ ପାଠ ପଢ଼ାଇବା ସହ ଭଲ ଗାଇଡ ମଧ୍ୟ କରୁଥିଲେ। ତାଙ୍କ ପତ୍ନୀ ମଧ୍ୟ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ। ଏନଆଇଟି ପକ୍ଷରୁ କୌଣସି ପ୍ରକାରର ଚାପ ବା ଟେନସନ୍  ନଥିବା କହିଛନ୍ତି ରେଜିଷ୍ଟ୍ରାର। ୨ ସପ୍ତାହ ତଳେ ଉଭୟେ ତାମିଲନାଡୁ ଯାଇଥିଲେ। ଛୁଟିକାଟିବା ପରେ  ଗତ ୧୪ ତାରିଖରେ ସେମାନେ ରାଉରକେଲା ଫେରି ଆସିଥିଲେ। ଆସିବା ପରେ ଶ୍ରୀ ବାଲାନ ଟିକିଏ ଟେନ୍‌ସନ୍‌ ଓ ଚାପରେ ଥିବା ରେଜିଷ୍ଟ୍ରାର କହିଛନ୍ତି। ହେଲେ ବିବାହର ୯ ବର୍ଷ ପରେ ଦମ୍ପତିଙ୍କ ଏଭଳି ଚରମ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି।

ଶନିବାର ରାଉରକେଲା ଏନ୍ଆଇଟି ପରିସର ଷ୍ଟାଫ୍ କ୍ୱାର୍ଟର ଏଫ୍ଆରଏ-୧୦୨ ନମ୍ବର କ୍ୱାର୍ଟରସ ଭିତରୁ ବାହାରୁଥିଲା ଦୁର୍ଗନ୍ଧ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଘରୁ ଉଦ୍ଧାର କରିଥିଲା ଏହି ପ୍ରଫେସର ଦମ୍ପତିଙ୍କ ମୃତଦେହ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story