ଓଡ଼ିଶା ପୁଲିସ ଆଧୁନିକୀକରଣ: ୨୦ ବର୍ଷରେ ୯୮୧ କୋଟି ଖର୍ଚ୍ଚ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ୨୦୦୦ ମସିହାରେ କ୍ଷମତାସୀନ ହେବାପରଠୁ ୨୦ବର୍ଷ ମଧ୍ୟରେ ଓଡ଼ିଶା ପୁଲିସର ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ମାତ୍ର ୯୮୧.୭୬କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ୨୦ବର୍ଷ ଧରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲେ ମଧ୍ୟ ଓଡ଼ିଶା ପୁଲିସକୁ ଯୁଗପୋଯୋଗୀ କରିବା ନିମନ୍ତେ ଆବଶ୍ୟକ ପାଣ୍ଠି ବରାଦ କରିବାରେ ସରକାର ବିଫଳ ହୋଇଛନ୍ତି । ଏପରିକି ଏହି ୨୦ବର୍ଷ ମଧ୍ୟରେ ପୁଲିସ ଆଧୁନିକୀକରଣ ପାଇଁ ୧୦୨୦.୬୭କୋଟି ଟଙ୍କା […]

ODisha-police

ODisha-police

Ordigital Desk
  • Published: Tuesday, 12 July 2022
  • Updated: 12 July 2022, 11:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର ୨୦୦୦ ମସିହାରେ କ୍ଷମତାସୀନ ହେବାପରଠୁ ୨୦ବର୍ଷ ମଧ୍ୟରେ ଓଡ଼ିଶା ପୁଲିସର ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ମାତ୍ର ୯୮୧.୭୬କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ୨୦ବର୍ଷ ଧରି ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିଲେ ମଧ୍ୟ ଓଡ଼ିଶା ପୁଲିସକୁ ଯୁଗପୋଯୋଗୀ କରିବା ନିମନ୍ତେ ଆବଶ୍ୟକ ପାଣ୍ଠି ବରାଦ କରିବାରେ ସରକାର ବିଫଳ ହୋଇଛନ୍ତି । ଏପରିକି ଏହି ୨୦ବର୍ଷ ମଧ୍ୟରେ ପୁଲିସ ଆଧୁନିକୀକରଣ ପାଇଁ ୧୦୨୦.୬୭କୋଟି ଟଙ୍କା ଆବଂଟିତ ହୋଇଥିଲେ ମଧ୍ୟ ସେଥିରୁ ମାତ୍ର ୯୬.୧୯% ଅର୍ଥ ଖର୍ଚ୍ଚ ସମ୍ଭବପର ହୋଇପାରିଛି ।
ରାଜ୍ୟ ଗୃହ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ପୁଲିସର ଆଧୁନିକୀକରଣ ପାଇଁ ଆବଂଟିତ ଏହି ମୋଟ ପାଣ୍ଠିରେ ନୂଆ ଗାଡ଼ି(ବୁଲେଟ ପ୍ରୁଫ୍ ଗାଡ଼ି ସହ), ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି, ପ୍ରଶିକ୍ଷଣ ଭିତ୍ତିଭୂମିରେ ଉନ୍ନତି, ସାଇବର ଅପରାଧ ତଦନ୍ତ ପାଇଁ ଉପକରଣ କ୍ରୟ, ଅପରାଧ ଚିହ୍ନଟ ପାଇଁ ନୂତନ ଜ୍ଞାନକୌଶଳର ଉପକରଣ କ୍ରୟ, ଫୋରେନସିକ ଯାଂଚ ଉପକରଣ, ବୋମା ଚିହ୍ନଟ ଅତ୍ୟାଧୁନିକ ଉପକରଣ, ଟ୍ରାଫିକ ପୁଲିସ ପାଇଁ ନାଇଟ୍ ଭିଜନ ଡିଭାଇସ, ଅତ୍ୟାଧୁନିକ କଂଟ୍ରୋଲ ରୁମ, ସିସିଟିଭି କ୍ରୟ, ଆବାସିକ ଓ ଅଣଆବାସିକ କୋଠା ନିର୍ମାଣ ଆଦି ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇଛି । ଏହି ଯୋଜନାରେ ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷରେ ଆଉ ୨୬କୋଟି ଟଙ୍କା ଆବଂଟିତ କରିଛନ୍ତି । ଯେଉଁଥିରେ କେନ୍ଦ୍ର ସରକାରଙ୍କର ୧୫.୬୦କୋଟି ଓ ରାଜ୍ୟର ୧୦.୪୦କୋଟି ଟଙ୍କା ସାମିଲ ରହିଛି ।
ତେବେ ପ୍ରଶ୍ନ ଉଠୁଛି, ଦୀର୍ଘ ୨୨ବର୍ଷ ଧରି ରାଜ୍ୟରେ ସ୍ଥିର ସରକାର ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଗୃହ ବିଭାଗ(ପୁଲିସ ବାହିନୀ) ରହିଛନ୍ତି । ତଥାପି ରାଜ୍ୟ ପୁଲିସକୁ ଯୁଗପୋଯୋଗୀ ପ୍ରଶିକ୍ଷଣ ହେଇ ସବୁପ୍ରକାରର ପରିସ୍ଥିତିକୁ ମୁକାବିଲା ନିମନ୍ତେ ଆବଶ୍ୟକ ଅତ୍ୟାଧୁନିକ ଉପକରଣ ଯୋଗାଇ ଦେବା ଦିଗରେ ରାଜ୍ୟ ସରକାର ଆଗ୍ରହ ଦେଖାଇ ନାହାନ୍ତି । ଯାହାକି ୨୦ବର୍ଷ ମଧ୍ୟରେ ୯୮୧ କୋଟି ଟଙ୍କା ବ୍ୟୟ ଓ ଆବଂଟିତ ବଜେଟରୁ ଜଳଜଳ ହୋଇ ଦିଶୁଛି । ଅର୍ଥାତ୍ ବର୍ଷକୁ ହାରାହାରି ମାତ୍ର ୪୯ କୋଟି ଟଙ୍କା ପୁଲିସ ଆଧୁନିକୀକରଣ ନାଁରେ ଓଡ଼ିଶା ସରକାର ଖର୍ଚ୍ଚ କରିଛନ୍ତି ।
ରାଜ୍ୟରେ ଅର୍ଥର ଅଭାବ ନାହିଁ ବୋଲି ଏକ ଦଶନ୍ଧି ଧରି ବାରମ୍ବାର ଦମ୍ଭୋକ୍ତିି ବାଢ଼ୁଥିବା ଓଡ଼ିଶା ସରକାର କାହିଁକି ନିଜ ପୁଲିସକୁ ଯୁଗପୋଯୋଗୀ କରିବା ଦିଗରେ ଆବଶ୍ୟକ ପାଣ୍ଠି ବ୍ୟୟବରାଦ କରିନଥିଲେ ତାକୁ ନେଇ ପ୍ରଶ୍ନ ଉଠିଛି? ପୁଲିସକୁ ପେଷାଦାର ଢଙ୍ଗରେ କାର୍ଯ୍ୟ କରିବାର ସୁଯୋଗ ଦେବା ନିମନ୍ତେ ଯଥେଷ୍ଟ ପରିମାଣର ଆଧୁନିକୀକରଣ ପାଣ୍ଠି ଆବଂଟିତ ନକରି ପରୋକ୍ଷରେ ସେମାନଙ୍କୁ ରାଜନୀତିକ ସରକାରର ଗୋଡ଼ାଣିଆ କରାଇବାକୁ ସୁଚିନ୍ତିତ ଢଙ୍ଗରେ କାର୍ଯ୍ୟ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story