କରୋନା କବଳରେ ପୁଲିସ୍‌, କେବଳ ଦ୍ୱୈତନଗରୀରେ ଏହି ସଂଖ୍ୟା ୨୧୦ରୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଟକ କମିଶନରେଟ୍ ପୁଲିସ୍‌ ଶିବିରରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଏହି ୨ ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସମ୍ମୁଖ ଯୋଦ୍ଧା ସାଜୁଥିବା ବହୁ ପୁଲିସ୍‌ କର୍ମୀ ବି ଏହା କବଳରେ ପଡ଼ିଛନ୍ତି। ଦ୍ୱୈତନଗରୀରେ ନିୟୋଜିତ ୨୧୦ରୁ ଅଧିକ ପୁଲିସ୍‌ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୪ ଜଣ ଅଧିକାରୀ […]

police

police

Niharika Rout
  • Published: Saturday, 15 May 2021
  • Updated: 15 May 2021, 02:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର କଟକ କମିଶନରେଟ୍ ପୁଲିସ୍‌ ଶିବିରରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଏହି ୨ ଜିଲ୍ଲାରୁ ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସମ୍ମୁଖ ଯୋଦ୍ଧା ସାଜୁଥିବା ବହୁ ପୁଲିସ୍‌ କର୍ମୀ ବି ଏହା କବଳରେ ପଡ଼ିଛନ୍ତି।

ଦ୍ୱୈତନଗରୀରେ ନିୟୋଜିତ ୨୧୦ରୁ ଅଧିକ ପୁଲିସ୍‌ କର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ସଂକ୍ରମିତଙ୍କ ମଧ୍ୟରେ ୧୪ ଜଣ ଅଧିକାରୀ ଅଛନ୍ତି ବୋଲି ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । କରୋନା ବେଳେ ନିଜର କର୍ତ୍ତବ୍ୟ ସଂପାଦନ ବେଳେ ପୁଲିସ୍‌ କର୍ମୀମାନେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଇଛି । ସେହିପରି ରାଜ୍ୟରେ ୭୧ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଏହାବ୍ୟତୀତ ଜେଲ୍‌ରେ ବି ପଜିଟିଭ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଝାରସୁଗୁଡା ଉପ-କାରାଗାରର ୬୮ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜେଲ୍‌ରେ ଥିବା ୨୮୨ ଅନ୍ତେବାସୀଙ୍କର ୪ଟି ପର୍ଯ୍ୟାୟରେ ସ୍ୱାବ୍ ସଂଗ୍ରହ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ପଜିଟିଭ୍ ଆସିଥିବା ଅନ୍ତେବାସୀଙ୍କୁ ଦୁଇଟି ଓ୍ୱାର୍ଡରେ ଆଇସୋଲେସନରେ ରଖାଯାଇଥିବା  ସୂଚନା ଦେଇଛନ୍ତି ଜେଲର୍‌।

ସୂଚନାଯୋଗ୍ୟ, ପ୍ରାୟ ୧୦ ଦିନର ଲକ୍‌ଡାଉନ୍‌ ସତ୍ତ୍ୱେ ରାଜ୍ୟରେ ମହାମାରୀ ତଳମୁହାଁ ହେବା ନାଁ ଧରୁନି । ଆଜି ରାଜ୍ୟରେ  ୧୧,୮୦୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୧୪ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ଏହି ସଂଖ୍ୟା ୧୧୯୭ ରହିଛି।  ଅପରପକ୍ଷେ ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ୨୧ ଜଣ ଆଖି ବୁଜିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story