ହିଟ୍‌ ଆଣ୍ଡ ରନ୍‌ ମାମଲା: ପୋଲିସ୍‌ ଡ୍ରାଇଭର ନିଲମ୍ବିତ

ବଲାଙ୍ଗିର: ବଲାଙ୍ଗିରରେ ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ଡ୍ରାଇଭର ରାକେଶ ମହାନ୍ତିଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏସ୍‌ପି କେ.ଶିବା ସୁବ୍ରମଣି ତାଙ୍କୁ ନିଲମ୍ବନ କରିଛନ୍ତି। ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାପୂଜାକୁ ନେଇ ସାଜସଜ୍ଜା ଚାଲିଥିବା ବେଳେ ମାତାଲ ଡ୍ରାଇଭର ରାକେଶଙ୍କ ଦେଖିବାକୁ ମିଳିଥିଲା। ତୁଳସୀନଗର ଦୁର୍ଗାମଣ୍ଡପ ନିକଟରେ ରାକେଶଙ୍କ ଗାଡ଼ି ଗୋଟିଏ ପରେ ଗୋଟିଏ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇଥିଲା। ଏହି ଘଟଣାରେ ଜଣେ ଦିନ ମଜୁରିଆ ଆହତ ହୋଇଥିଲେ। ଏନେଇ ଓଟିଭିରେ ପ୍ରସାରଣ […]

accident

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 05:27 PM IST

ବଲାଙ୍ଗିର: ବଲାଙ୍ଗିରରେ ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ଡ୍ରାଇଭର ରାକେଶ ମହାନ୍ତିଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏସ୍‌ପି କେ.ଶିବା ସୁବ୍ରମଣି ତାଙ୍କୁ ନିଲମ୍ବନ କରିଛନ୍ତି।

ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାପୂଜାକୁ ନେଇ ସାଜସଜ୍ଜା ଚାଲିଥିବା ବେଳେ ମାତାଲ ଡ୍ରାଇଭର ରାକେଶଙ୍କ ଦେଖିବାକୁ ମିଳିଥିଲା। ତୁଳସୀନଗର ଦୁର୍ଗାମଣ୍ଡପ ନିକଟରେ ରାକେଶଙ୍କ ଗାଡ଼ି ଗୋଟିଏ ପରେ ଗୋଟିଏ ଇଲେକ୍ଟ୍ରି ଖୁଣ୍ଟକୁ ଧକ୍କା ଦେଇଥିଲା। ଏହି ଘଟଣାରେ ଜଣେ ଦିନ ମଜୁରିଆ ଆହତ ହୋଇଥିଲେ। ଏନେଇ ଓଟିଭିରେ ପ୍ରସାରଣ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

Related story