ଲକ୍‌ଡାଉନ୍‌ ନିୟମ ଭାଙ୍ଗିଥିବା ୧୯ ଜଣଙ୍କ ନାଁରେ ମାମଲା

ପାଲଲହଡା (ରବି ନାରାୟଣ ପ୍ରଧାନ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବା ସହିତ ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକରେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜ଼ାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଜିଲ୍ଲାର ସୀମା ମଧ୍ୟ ସିଲ୍ କରାଯାଇଛି। ଅନ୍ୟ ଜିଲ୍ଳାର ଲୋକେ ପାଲଲହଡା ଭିତରକୁ […]

8880

8880

Tapaswini Nayak
  • Published: Tuesday, 31 March 2020
  • Updated: 31 March 2020, 02:38 PM IST

Sports

Latest News

ପାଲଲହଡା (ରବି ନାରାୟଣ ପ୍ରଧାନ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେବା ସହିତ ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକରେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସମସ୍ତ ଦୋକାନ ବଜ଼ାର ଓ ଗାଡ଼ି ଚଳାଚଳ ବନ୍ଦ ରହିଛି। ଜିଲ୍ଲାର ସୀମା ମଧ୍ୟ ସିଲ୍ କରାଯାଇଛି। ଅନ୍ୟ ଜିଲ୍ଳାର ଲୋକେ ପାଲଲହଡା ଭିତରକୁ ପ୍ରବେଶ ଉପରେ ବାରଣ କରାଯାଇଛି। ଲୋକଙ୍କୁ ସଚେତନ କରାଯିବାକୁ ବହୁ ପଦକ୍ଷେପ ନିଆଯିବା ସତ୍ତ୍ୱେ ଲୋକେ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ଗତକାଲି ପାଲଲହଡାରେ ଲକ୍‌ଡାଉନ୍‌ ନିୟମ ଉଲଂଘନ ଅଭିଯୋଗରେ ୧୯ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ।

ଗତକାଲି ରାତି  ପ୍ରାୟ୧୧ଟା ସମୟରେ ଲକ୍‌ଡାଉନ୍‌ ନିୟମ ଭାଙ୍ଗି ୧୩ ଜଣ ଲୋକ କାମାକ୍ଷାନଗରରୁ ଝାରଖଣ୍ଡ ଚାଲି ଚାଲି ଯାଉଥିବା ବେଳେ ପାଲଲହଡା ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେହିପରି ଗତକାଲି ରାଉରକେଲାରୁ କେନ୍ଦୁଝର ଜିଲ୍ଲାର ତେଲକୋଇକୁ ଛଅ ଜଣ ଲୋକ  ପାଲଲହଡା ଦେଇ ଚାଲି ଚାଲି ଯାଉଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥରେ ପୁଲିସ ଅଟକାଇଥିଲା। ଏହି  ୧୯ ଜଣଙ୍କ ନାଁରେ ଲକ୍‌ଡାଉନ୍‌ ଉଲଂଘନ ଅଭିଯୋଗରେ ପାଲଲହଡା ପୁଲିସ ମାମଲା ରୁଜୁ କରିଛି।

ଉଲଂଘନକାରୀଙ୍କୁ କ୍ୱାରେନଣ୍ଟାଇନ ହୋମରେ ରଖିବା ପାଇଁ ପାଲଲହଡା ପ୍ରଶାସନକୁ ହସ୍ତାନ୍ତର କରିଛି ପୁଲିସ। ସମସ୍ତଙ୍କୁ ମହତାବ ହାଇସ୍କୁଲରେ ରଖାଯାଇଛି। ସେମାନଙ୍କର ଖାଦ୍ୟପେୟ ,ରହଣି ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story