ପୁଲିସ ଫାଇନ୍ କେଳେଙ୍କରୀ: କାହା ତହବିଲକୁ ଯାଉଛି ଫାଇନ୍ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ ଆଳରେ ସାଧାରଣ ଲୋକଙ୍କଠୁ ମୋଟା ଅଙ୍କର ଜୋରିମାନା ଆଦାୟ ପାଇଁ ଜୁଲୁମ୍ କରୁଥିବା କମିଶନରେଟ ପୁଲିସର ଅସଲ ମୁଖା ଖୋଲିଛି। ବିଭିନ୍ନ ପ୍ରକାରର ଟ୍ରାଫିକ ନିୟମ ଭଙ୍ଗ ପାଇଁ ସାଧାରଣ ଲୋକଙ୍କଠୁ ପୁଲିସ୍ ନେଉଥିବା ଜୋରିମାନା ଅର୍ଥର ବ୍ୟାପକ ହେରଫେର ହେଉଥିବାର ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଚଳିତବର୍ଷ ଜୁଲାଇ ୨୦ତାରିଖରେ କଟକର ଚାଉଳିଆଗଞ୍ଜ ଥାନା ଅଂଚଳରେ […]

comm

comm

Manoranjan Sial
  • Published: Friday, 02 October 2020
  • Updated: 02 October 2020, 10:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ ଆଳରେ ସାଧାରଣ ଲୋକଙ୍କଠୁ ମୋଟା ଅଙ୍କର ଜୋରିମାନା ଆଦାୟ ପାଇଁ ଜୁଲୁମ୍ କରୁଥିବା କମିଶନରେଟ ପୁଲିସର ଅସଲ ମୁଖା ଖୋଲିଛି। ବିଭିନ୍ନ ପ୍ରକାରର ଟ୍ରାଫିକ ନିୟମ ଭଙ୍ଗ ପାଇଁ ସାଧାରଣ ଲୋକଙ୍କଠୁ ପୁଲିସ୍ ନେଉଥିବା ଜୋରିମାନା ଅର୍ଥର ବ୍ୟାପକ ହେରଫେର ହେଉଥିବାର ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଚଳିତବର୍ଷ ଜୁଲାଇ ୨୦ତାରିଖରେ କଟକର ଚାଉଳିଆଗଞ୍ଜ ଥାନା ଅଂଚଳରେ ଟ୍ରାଫିକ ନିୟମ ଭଙ୍ଗ ପାଇଁ ଅନୁଗୋଳର ସୁଜିତ୍ କୁମାର ସାହୁଙ୍କଠୁ ୨୦୦ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା। ଏଥିପାଇଁ ପୁଲିସ ପକ୍ଷରୁ ବିଧିବଦ୍ଧ ରସିଦ୍ ମଧ୍ୟ ଦିଆଯାଇଥିଲା। କିନ୍ତୁ ଶ୍ରୀ ସାହୁଙ୍କୁ ସୂଚନା ଅଧିକାର ଆଇନ ବଳରେ କମିଶନରେଟ ପୁଲିସ ଦେଇଥିବା ତଥ୍ୟ ରାଜ୍ୟରେ ପୁଲିସର ଅସଲ ଚେହେରାକୁ ପଦାରେ ପକାଇଛି। ପୁଲିସ ଆଦାୟ କରୁଥିବା ଜୋରିମାନା ଅର୍ଥରେ ବ୍ୟାପକ ହେରଫେର ହେଉଛି।

କମିଶନରେଟ ପୁଲିସ ଦେଇଥିବା ତଥ୍ୟରେ ଦର୍ଶାଇଛି ଯେ, ଜୁଲାଇ ୨୦ତାରିଖରେ ରସିଦ୍ ନମ୍ବର-୫୨୭୩୫୩୦୭ ରେ ଶ୍ରୀ ସାହୁଙ୍କଠୁ ୧୦୦ଟଙ୍କା ଫାଇନ୍ ଆଦାୟ ହୋଇଥିଲା। ମାତ୍ର ଶ୍ରୀ ସାହୁଙ୍କ ପାଖରେ ଥିବା ଏହି ନମ୍ବରର ରସିଦରେ ଫାଇନ୍ ପରିମାଣ ୨୦୦ଟଙ୍କା ରହିଛି। ତେଣୁ ବାକି ୧୦୦ଟଙ୍କା କୁଆଡ଼େ ଗଲା ଓ ସମାନ ନମ୍ବରର ରସିଦରେ କିଭଳି ଫାଇନର ପରିମାଣ ଭିନ୍ନ ହେଲା ବୋଲି ପ୍ରଶ୍ନ ଉଠିଛି। ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିବା ଭଳି ଜୋରିମାନା ଅର୍ଥ କିଭଳି କୁଆଡ଼େ ଯାଉଛି ତାହା ଏଥିରୁ ସହଜରେ ଜଣାପଡ଼ୁଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ସୂଚନାକର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ଟ୍ରାଫିକ ନିୟମ ଭଙ୍ଗର ଆଳ ଦେଖାଇ ପୁଲିସ ସାଧାରଣ ଲୋକଙ୍କ ଉପରେ ଜୁଲୁମ୍ କରି ଜୋରିମାନା ଆଦାୟ କରୁଛି। ସେହି ଜୋରିମାନା ଅର୍ଥକୁ ରାଜକୋଷରେ ଜମା କରିବା ପରିବର୍ତ୍ତେ ତା’ର ଦୁରୂପଯୋଗ କରାଯାଉଛି। ଏହି ଅର୍ଥ କିଏ ନେଉଛି ତା’ର ତଦନ୍ତ ପାଇଁ ସେ ଖୁବଶୀଘ୍ର ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story