କଟକରେ ମାତିଥିବା ସାଇକୋ କିଲରର ମିଳିଲା ସୁରାକ୍‌ !

କଟକ(ଓଡ଼ିଶା ରିପୋର୍ଟର) କଟକରେ ଘଟିଥିବା ସିରିଏଲ୍ ହତ୍ୟା ଘଟଣାରେ କମିଶନରେଟ ପୁଲିସକୁ ମିଳିଛି ବଡ଼ ସୁରାକ୍।  ଜଣେ ସାଇକିଆଟ୍ରିକ୍ ବ୍ୟକ୍ତି ହତ୍ୟା ଘଟଣାରେ ସଂପୃକ୍ତ ଥବା ସୂଚନା ମିଳିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ କିଛିଦିନ ପୂର୍ବରୁ SCBର ସାଇକିଆଟ୍ରିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଜରି ଗୋଟାଳୀ ହୋଇଥିବା ସୂଚନା ମିଳିଛି। କିଛିଦିନ ତଳେ ୨୪ ଘଣ୍ଟା ମଧ୍ୟରେ କଟକ ସହରରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ସବୁ ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ […]

543

543

Tapas Behera
  • Published: Sunday, 28 July 2019
  • Updated: 28 July 2019, 04:18 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର) କଟକରେ ଘଟିଥିବା ସିରିଏଲ୍ ହତ୍ୟା ଘଟଣାରେ କମିଶନରେଟ ପୁଲିସକୁ ମିଳିଛି ବଡ଼ ସୁରାକ୍।  ଜଣେ ସାଇକିଆଟ୍ରିକ୍ ବ୍ୟକ୍ତି ହତ୍ୟା ଘଟଣାରେ ସଂପୃକ୍ତ ଥବା ସୂଚନା ମିଳିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ କିଛିଦିନ ପୂର୍ବରୁ SCBର ସାଇକିଆଟ୍ରିକ୍ ବିଭାଗରେ ଚିକିତ୍ସିତ ହେଉଥିଲେ। ସନ୍ଦିଗ୍ଧ ବ୍ୟକ୍ତି ଜଣକ ଜରି ଗୋଟାଳୀ ହୋଇଥିବା ସୂଚନା ମିଳିଛି।

କିଛିଦିନ ତଳେ ୨୪ ଘଣ୍ଟା ମଧ୍ୟରେ କଟକ ସହରରେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ସବୁ ହତ୍ୟାକାଣ୍ଡ ସମାନ ଢ଼ଙ୍ଗରେ କରାଯାଇଛି। ମୃତକ ତିନି ଜଣ ଦିନ ମଜୁରିଆ ବୋଲି ଜଣାପଡ଼ିଛି। ସମାନ ଶୈଳୀରେ ତିନି ଜଣଙ୍କୁ ହତ୍ୟା କରାଯାଇଥିବାରୁ ଏହା କୌଣସି ସାଇକୋ କିଲରର କାମ ବୋଲି ସନ୍ଦେହ କରାଯାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos