ପାର୍ସଲ ବୋମା ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିଲା
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସ୍ ତନାଘନା ଚଲାଇଛି। ପ୍ରାଥମିକ ତଦନ୍ତରୁ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିଛି। ତାଙ୍କ ନାଁ ଆର.କେ. ଶର୍ମା। ଏହି ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ପାଇଁ ପୋଲିସ୍ ମୃତ ସୌମ୍ୟଶେଖରଙ୍କ ବାପାଙ୍କୁ ପଚରାଉଚରା କରିଛି।
ଏହି ଘଟଣାରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କ ମୃତ୍ୟୁ ଘଟିଛି। ସୌମ୍ୟଙ୍କ ପତ୍ନୀ ରୀନାରାଣୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଆଜି ବୁର୍ଲାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୩୦ପ୍ରତିଶତ ପୋଡ଼ି ଯାଇଛି।
ଫେବ୍ରୃଆରୀ୧୮ ତାରିଖରେ ପାଟଣାଗଡ଼ର ବ୍ରହ୍ମପଡ଼ାର ସୌମଶେଖରଙ୍କ ସହ ରୀନାରାଣୀଙ୍କ ବିବାହ ହୋଇଥିଲା। ୨୩ ତାରିଖ ଦିନ ପାର୍ସଲରେ ଏକ ଉପହାର ଘରକୁ ଆସିଥିଲା। ଏହି ପାର୍ସଲକୁ ଖୋଲିବା ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ସୌମଶେଖର, ତାଙ୍କ ଜେଜେମା ଓ ରୀନାରାଣୀ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୌମଶେଖର ଓ ତାଙ୍କ ଜେଜେମାଙ୍କର ସେହିଦିନ ହିଁ ମୃତ୍ୟୁ ହୋଇଯାଇଥିଲା। ରୀନାରାଣୀଙ୍କୁ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।
ପାର୍ସଲଟି ରାୟପୁରରୁ ଏକ କୋରିୟର କଂପାନୀ ଯୋଗେ ଆସିଥିଲା ବୋଲି ଜଣାପଡ଼ିଛି।
Ordigital Desk
• Published: Sunday, 25 February 2018
• Updated: 25 February 2018, 10:57 AM IST
Sports
Latest News
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସ୍ ତନାଘନା ଚଲାଇଛି। ପ୍ରାଥମିକ ତଦନ୍ତରୁ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିଛି। ତାଙ୍କ ନାଁ ଆର.କେ. ଶର୍ମା। ଏହି ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ପାଇଁ ପୋଲିସ୍ ମୃତ ସୌମ୍ୟଶେଖରଙ୍କ ବାପାଙ୍କୁ ପଚରାଉଚରା କରିଛି।
ଏହି ଘଟଣାରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କ ମୃତ୍ୟୁ ଘଟିଛି। ସୌମ୍ୟଙ୍କ ପତ୍ନୀ ରୀନାରାଣୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଆଜି ବୁର୍ଲାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୩୦ପ୍ରତିଶତ ପୋଡ଼ି ଯାଇଛି।
ଫେବ୍ରୃଆରୀ୧୮ ତାରିଖରେ ପାଟଣାଗଡ଼ର ବ୍ରହ୍ମପଡ଼ାର ସୌମଶେଖରଙ୍କ ସହ ରୀନାରାଣୀଙ୍କ ବିବାହ ହୋଇଥିଲା। ୨୩ ତାରିଖ ଦିନ ପାର୍ସଲରେ ଏକ ଉପହାର ଘରକୁ ଆସିଥିଲା। ଏହି ପାର୍ସଲକୁ ଖୋଲିବା ସମୟରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ସୌମଶେଖର, ତାଙ୍କ ଜେଜେମା ଓ ରୀନାରାଣୀ ଗୁରୁତର ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୌମଶେଖର ଓ ତାଙ୍କ ଜେଜେମାଙ୍କର ସେହିଦିନ ହିଁ ମୃତ୍ୟୁ ହୋଇଯାଇଥିଲା। ରୀନାରାଣୀଙ୍କୁ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା।
ପାର୍ସଲଟି ରାୟପୁରରୁ ଏକ କୋରିୟର କଂପାନୀ ଯୋଗେ ଆସିଥିଲା ବୋଲି ଜଣାପଡ଼ିଛି।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos