ସାମ୍ବାଦିକଙ୍କୁ ପୋଲିସ୍‌ର ମାଡ଼, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ରବିବାର ପୋଲସ ବାବୁଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୁରୀ ତାଳବଣିଆ IIC ମାଡ଼ ମାରିଛନ୍ତି। ନିଶାସକ୍ତ ଅବସ୍ଥାରେ ସେ ଏଭଳ କାଣ୍ଡ ଭିଆଇଛନ୍ତି। ପୋଲିସ ବାବୁ ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଦୟା ନଦୀ ପୋଲ ପାଖରେ ପଡିଥିଲେ। ତାଙ୍କୁ ଉଦ୍ଧର କରି ପୋଲିସ ଗାଡିରେ ଡାକ୍ତରଖାନାକୁ ଅଣାଯାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ଏକ ବୈଦୁତିକ  ଗଣମାଧ୍ୟମର ସାମ୍ବାଦିକ ଡାକ୍ତରଖାନାରେ ପହଞ୍ଚି […]

43

Rakesh Mallick
  • Published: Sunday, 07 January 2018
  • , Updated: 07 January 2018, 11:12 PM IST

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ରବିବାର ପୋଲସ ବାବୁଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ପୁରୀ ତାଳବଣିଆ IIC ମାଡ଼ ମାରିଛନ୍ତି। ନିଶାସକ୍ତ ଅବସ୍ଥାରେ ସେ ଏଭଳ କାଣ୍ଡ ଭିଆଇଛନ୍ତି। ପୋଲିସ ବାବୁ ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ଦୟା ନଦୀ ପୋଲ ପାଖରେ ପଡିଥିଲେ। ତାଙ୍କୁ ଉଦ୍ଧର କରି ପୋଲିସ ଗାଡିରେ ଡାକ୍ତରଖାନାକୁ ଅଣାଯାଇଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ଏକ ବୈଦୁତିକ  ଗଣମାଧ୍ୟମର ସାମ୍ବାଦିକ ଡାକ୍ତରଖାନାରେ ପହଞ୍ଚି ଖବର ସଂଗ୍ରହ କରୁଥିବା ବେଳେ ସମ୍ପୃକ୍ତ ଥାନାବାବୁ ଷ୍ଟେଚରରୁ ଉଠି ତାଙ୍କ ହଠାତ୍‌ ଆକ୍ରମଣ କରିଥିଲେ । ଏ ନେଇ ସାମ୍ବାଦିକ ଜଣକ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

https://youtu.be/EmMoiwdqcXg

Related story