ପୁଲିସକୁ ଖୋଜୁଛି ପୁଲିସ୍‌

ବାରିପଦା/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସକୁ ଖୋଜୁଛି ପୁଲିସ୍‌। ହେଲେ ମିଳୁନି ପତ୍ତା। ଜଣେ କନଷ୍ଟେବଳ ଦୀର୍ଘ ୨ ବର୍ଷ ହେଲାଣି ନିଖୋଜ ହେବା ପରେ ଆଜି ଯାଏ ତାଙ୍କର ଖୋଜ୍ ଖବର ନମିଳିବା ମୟୂରଭଞ୍ଜ ଜିଲ୍ଲା ବାରିପଦା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଖୋଜ କନଷ୍ଟେବଳଙ୍କ ନାଁ ବିଜୟ ରାଉତ। ତାଙ୍କ ଘର କଟକ ଜିଲ୍ଲା ନିରସିଂହପୁର ଅଞ୍ଚଳରେ। ଅନ୍ୟପକ୍ଷରେ କନଷ୍ଟେବଳଙ୍କ ପତ୍ନୀ ଗୀତାଞ୍ଜଳି ଲୁହ ଭରା ଆଖିରେ ଏ ଅଫିସରୁ ସେ ଅଫିସ, […]

670

670

Jyoshna Pradhan
  • Published: Thursday, 08 August 2019
  • Updated: 08 August 2019, 02:44 PM IST

ବାରିପଦା/ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସକୁ ଖୋଜୁଛି ପୁଲିସ୍‌। ହେଲେ ମିଳୁନି ପତ୍ତା। ଜଣେ କନଷ୍ଟେବଳ ଦୀର୍ଘ ୨ ବର୍ଷ ହେଲାଣି ନିଖୋଜ ହେବା ପରେ ଆଜି ଯାଏ ତାଙ୍କର ଖୋଜ୍ ଖବର ନମିଳିବା ମୟୂରଭଞ୍ଜ ଜିଲ୍ଲା ବାରିପଦା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିଖୋଜ କନଷ୍ଟେବଳଙ୍କ ନାଁ ବିଜୟ ରାଉତ। ତାଙ୍କ ଘର କଟକ ଜିଲ୍ଲା ନିରସିଂହପୁର ଅଞ୍ଚଳରେ।

ଅନ୍ୟପକ୍ଷରେ କନଷ୍ଟେବଳଙ୍କ ପତ୍ନୀ ଗୀତାଞ୍ଜଳି ଲୁହ ଭରା ଆଖିରେ ଏ ଅଫିସରୁ ସେ ଅଫିସ, ଏ ଜିଲ୍ଲାରୁ ସେ ଜିଲ୍ଲା, ଏମିତି ବାର  ଦୁଆର ବୁଲି ବୁଲି ଏବେ ଥକିଗଲେଣି। କନଷ୍ଟେବଳ ବିଜୟ ରାଉତ ପ୍ରଥମେ ଜିଆରପିର ଜଣେ କନଷ୍ଟେବଳ ଏବଂ ପରେ ମୟୂରଭଞ୍ଜ ଜିଲ୍ଲା ପୁଲିସ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ। ସେ ଶେଷଥର ବୈଶିଙ୍ଗା ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରିଥିଲେ। ତେବେ କୌଣସି କାରଣରୁ ୨୦୧୭ ମେ’ ୧୦ ତାରିଖରେ ତାଙ୍କୁ ବୈଶିଙ୍ଗା ଥାନାରୁ ବାରିପଦା ସ୍ଥିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। ସେହିଦିନଠାରୁ ସେ କୁଆଡେ ଅନ୍ତର୍ଦ୍ଧାନ ହେଲେ ଯେ ଆଜି ଯାଏ ତାଙ୍କର କୌଣସି ବି ପତ୍ତା ମିଳୁନି।

ଏନେଇ ବିଜୟଙ୍କ ପରିବାର ଲୋକେ ବାରମ୍ବାର ବୈଶିଙ୍ଗା ଥାନା, ବାରିପଦା ଥାନା, ଏସ୍.ପି. କାର୍ଯ୍ୟାଳୟ ଦୌଡୁଥିବା ବେଳେ କୌଣସି ବି ସୁଫଳ ମିଳିନାହିଁ। ଏବେ ବିଜୟ ମୃତ ନା ଜୀବିତ ନା ବିଜୟଙ୍କ ସହ ଅନ୍ୟ କିଛି ଘଟଣା ଘଟିଛି ଏନେଇ ମୟୂରଭଞ୍ଜ ପୁଲିସ କନେଷ୍ଟବଳ ମହାସଂଘର ସଭାପତି ଓ ସମ୍ପାଦକଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ହେଲେ ତାଙ୍କୁ ଖୋଜିବା ପାଇଁ ଚେଷ୍ଟା କରାଯାଇଥିବା ପୁଲିସ କନଷ୍ଟେବଳ ମହାସଂଘର ପୂର୍ବତନ ସଭାପତି ପ୍ରମୋଦ କୁମାର ଦାସ କହିଛନ୍ତି।  ଅତିରିକ୍ତ ଏସ୍‌ପି କହିଛନ୍ତି ଯେ ଏକ ଟିମ୍ ଗଠନ କରାଯାଇ ତାଙ୍କୁ ଖୋଜାଖୋଜି ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story