ଭୁବନେଶ୍ୱରର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟ ଉପରେ ଚଢାଉ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟ ଉପରେ ପୁଲିସର ଚଢାଉ ପ୍ରସଙ୍ଗରେ ମୁହଁ ଖୋଲିଛି ବାର ଆଣ୍ଡ ରେଷ୍ଟୁରାଣ୍ଟ ସଂଘ । ଦୀର୍ଘ ୯ ମାସ ଧରି ବାର୍ ଓ ହୋଟେଲ ବନ୍ଦ ରହିବା ଯୋଗୁଁ କର୍ମଚାରୀ ମାନଙ୍କୁ ଦରମା ଓ ଘର ଭଡ଼ା ଦେବାରେ ଅସୁବିଧା ହେଉଛି ଯେଉଁ ବାର୍ ମାଲିକମାନେ ମଦ ପରସି ବିକ୍ରି କରୁଛନ୍ତି, ସେମାନେ କେବଳ ବଞ୍ଚିବା ପାଇଁ କରୁଛନ୍ତି ବୋଲି ସଂଘ କହିଛି । ସରକାର […]

7909

7909

Tapas Behera
  • Published: Sunday, 13 December 2020
  • Updated: 13 December 2020, 05:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟ ଉପରେ ପୁଲିସର ଚଢାଉ ପ୍ରସଙ୍ଗରେ ମୁହଁ ଖୋଲିଛି ବାର ଆଣ୍ଡ ରେଷ୍ଟୁରାଣ୍ଟ ସଂଘ । ଦୀର୍ଘ ୯ ମାସ ଧରି ବାର୍ ଓ ହୋଟେଲ ବନ୍ଦ ରହିବା ଯୋଗୁଁ କର୍ମଚାରୀ ମାନଙ୍କୁ ଦରମା ଓ ଘର ଭଡ଼ା ଦେବାରେ ଅସୁବିଧା ହେଉଛି ଯେଉଁ ବାର୍ ମାଲିକମାନେ ମଦ ପରସି ବିକ୍ରି କରୁଛନ୍ତି, ସେମାନେ କେବଳ ବଞ୍ଚିବା ପାଇଁ କରୁଛନ୍ତି ବୋଲି ସଂଘ କହିଛି । ସରକାର ତୁରନ୍ତ ବାର ଓ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦିଅନ୍ତୁ, ନଚେତ୍ ଏହି ଇଣ୍ଡଷ୍ଟ୍ରି ବନ୍ଦ ହୋଇଯିବ ଏବଂ ଶହ ଶହ ଲୋକ ବେକାର ହୋଇଯିବେ ବୋଲି ସଂଘ କହିଛି । ଗତକାଲି କୋଭିଡ୍ ଗାଇଡ୍ ଲାଇନ୍ ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱରର ୨୦ରୁ ୨୫ଟି ବାର୍ ଉପରେ ପୁଲିସ ଚଢାଉ କରିଥିଲା । ସେଥିରୁ  ୪ଟି ବାରକୁ ସିଲ୍ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story