ଅପହୃତ ଠିକାଦାର ଓ ସହଯୋଗୀଙ୍କୁ ଉଦ୍ଧାର କଲା ପୁଲିସ

ଆସିକା(ଓଡ଼ିଶା ରିପୋର୍ଟର) ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଆଲିପୁରରେ ଠିକାଦାର ଏବଂ ତାଙ୍କ ସହଯୋଗୀଙ୍କୁ ଅପହରଣ ଅଭିଯୋଗ ହୋଇଛି। ଉଭୟ ହେଲେ ପ୍ରସନ୍ନ ଗୌଡ ଏବଂ କାଳୁ ଜେନା ।

ଅଭିଯୋଗ ଅନୁସାରେ ଗତକାଲି ରାତିରେ ଉଭୟେ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ୪ଜଣ ଯୁବକ ଆଲିପୁର ଗ୍ରାମ ରାସ୍ତାରେ ହଠାତ ଆକ୍ରମଣ କରିଥିଲେ। ଏହାପରେ ବନ୍ଧୁକ ଦେଖାଇ ଅପହରଣ କରିଥିବା ଅଭିଯୋଗ ହୋଇଛି।

ଏନେଇ ପରିବାର ଲୋକଙ୍କ ତରଫରୁ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୁଲିସ ମଧ୍ୟରାତ୍ରରେ ଚଢାଉ କରି ଉଭୟଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ତେବେ କିଏ ଏବଂ କାହିଁକି ଅପହରଣ କରିଥିଲା ସେନେଇ ବର୍ତ୍ତମାନ ସୁଦ୍ଧା ଜଣାପଡିନି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ

ପୁଣି ଗଞ୍ଜାମ ଗଲେ ୫ ଓଏଏସ୍ ଓ ୩୨ ଓଆରଏସ୍‌

କଂଗ୍ରେସ ଛାଡ଼ିବେ କି ପ୍ରଦୀପ ମାଝୀ ? ଇସାରାରେ ଅଛି ମଞ୍ଜ କଥା

ସ୍ୱାବ୍‌ ସଂଗ୍ରହ ବେଳେ ବନ୍ଧୁକ ଦେଖାଇଲେ

ଏହି ୫ ଜିଲ୍ଲା ହେଉଛି ମହାମାରୀ ଭୂତାଣୁର ଗଡ଼

ଇସ୍କନ୍ ମନ୍ଦିର ପଛ ରାସ୍ତାରେ ଘଟିଲା ଛାତିଥରା ଘଟଣା

ରାଜଧାନୀରେ ଘର କଲାଣି କରୋନା, ଆଜି ପୁଣି ୫୦ ପାର

ଓଡ଼ିଶାରେ ବଢ଼ୁଛି କରୋନା ଆରୋଗ୍ୟହାର: ରାଜେଶ ଭୂଷଣ  

ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ପ୍ଲାଜମା ଥେରାପି

ହୋମ୍‌ କ୍ୱାରେଣ୍ଟାଇନ୍‌ରେ ନ ରହି ଫାଷ୍ଟ ଫୁଡ୍‌ ବିକିଲେ ଯୁବକ; ରିପୋର୍ଟ ଆସିଲା ପଜିଟିଭ

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ; ଭୁବନେଶ୍ୱର ଓ କଟକରେ ନୂଆ ଡିସିପି

ସୁନ୍ଦରଗଡ଼ ଜିଲ୍ଲାରେ ୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୩୭ କରୋନା ଯୋଦ୍ଧା

ରାଜ୍ୟରେ କରୋନା ନେଲା ଆଉ ୪ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି