ପୁଲିସ୍‌କୁ ଦେଖି ପୋଖରୀକୁ ଡେଇଁ ପଡ଼ିଥିଲେ, ୬ ଦିନ ପରେ ମିଳିଲା ମୃତଦେହ

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ମଦ ପିଇ ବାଇକ୍‌ ପଛରେ ବସି ଘରକୁ ଫେରୁଥିଲେ! ପୁଲିସ୍‌ ଚେକିଂ ବେଳେ ଧରା ପଡ଼ିଯିବା ଭୟରେ ପୋଖରୀକୁ ଡେଇଁ ପଡ଼ିଥିଲେ। ୬ ଦିନ ପରେ ମିଳିଲା ମୃତଦେହ। ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ବେଗୁନିଆପଡା ଫାଣ୍ଡି ଖଣ୍ଡିଆନଇ ଗାଁର ରବୀନ୍ଦ୍ର ନାଥ ବାରିକ ଓ ସୁବାଷ ନାହାକ ଏକ କୁକୁଡ଼ା ଫାର୍ମରେ କାମ କରନ୍ତି। ଡିସେମ୍ବର ୩୦ ତାରିଖରେ ଦୁଇ ସାଙ୍ଗ ଘରକୁ ଫେରିବା ବେଳେ ମଦ ପିଇଥିଲେ। ତେବେ […]

death

death

Manoranjan Sial
  • Published: Wednesday, 04 January 2023
  • Updated: 04 January 2023, 09:19 PM IST

Sports

Latest News

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ମଦ ପିଇ ବାଇକ୍‌ ପଛରେ ବସି ଘରକୁ ଫେରୁଥିଲେ! ପୁଲିସ୍‌ ଚେକିଂ ବେଳେ ଧରା ପଡ଼ିଯିବା ଭୟରେ ପୋଖରୀକୁ ଡେଇଁ ପଡ଼ିଥିଲେ। ୬ ଦିନ ପରେ ମିଳିଲା ମୃତଦେହ। ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

ବେଗୁନିଆପଡା ଫାଣ୍ଡି ଖଣ୍ଡିଆନଇ ଗାଁର ରବୀନ୍ଦ୍ର ନାଥ ବାରିକ ଓ ସୁବାଷ ନାହାକ ଏକ କୁକୁଡ଼ା ଫାର୍ମରେ କାମ କରନ୍ତି। ଡିସେମ୍ବର ୩୦ ତାରିଖରେ ଦୁଇ ସାଙ୍ଗ ଘରକୁ ଫେରିବା ବେଳେ ମଦ ପିଇଥିଲେ। ତେବେ ନିର୍ମଳଝର ମନ୍ଦିର ସମ୍ମୁଖରେ ପୁଲିସ ଗାଡ଼ି ଚେକିଂ କରୁଥିବା ବେଳେ ସୁବାଷଙ୍କୁ ଧରିଥିଲା। ହେଲେ ବାଇକ୍‌ ପଛରେ ବସିଥିବା ରବୀନ୍ଦ୍ର ଧରାପଡ଼ିଯିବା ଭୟରେ ପାଚେରୀ ଡେଇଁ ଚମ୍ପଟ ମାରିଥିଲେ। ପୁଲିସ ବାଇକ୍‌ ଓ ଚାଳକ ସୁବାଷଙ୍କୁ ଥାନାକୁ ଆଣିଥିଲା।ସୁବାଷଙ୍କୁ ପଚରାଉଚରା ପରେ ଛାଡି ଦେଇଥିଲା ପୁଲିସ୍‌। ହେଲେ ପାଚେରୀ ଡେଇଁ ପଳାଇ ଯାଇଥିବା ରବୀନ୍ଦ୍ରଙ୍କୁ ପୁଲିସ ଖୋଜିନଥିଲା।

ଅନ୍ୟପକ୍ଷରେ ଦୀର୍ଘ ସମୟ ଧରି ରବୀନ୍ଦ୍ର ଘରକୁ ନ ଫେରିବାରୁ ପରିବାର ଲୋକେ ସାଙ୍ଗସାଥୀଙ୍କୁ ପଚାଉଚରା କରିଥିଲା। ତାଙ୍କ ସମ୍ପର୍କରେ କୌଣସି ଖବର ପାଇନଥିଲେ। ପରେ ସୁବାଷଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବା ପରେ ଖଲ୍ଲିକୋଟ ଥାନାକୁ ଆସି ପୁଲିସକୁ ରବୀନ୍ଦ୍ରଙ୍କ ସମ୍ପର୍କରେ ପଚରାଉଚରା କରିଥିଲେ ପରିବାର ଲୋକ। ୬ ଦିନ ପରେ ଅର୍ଥାତ ଆଜି ନିର୍ମଳଝର ମନ୍ଦିର ସମ୍ମୁଖରେ ଥିବା ପୋଖରୀରୁ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଖଲ୍ଲିକୋଟ ଥାନା ଏସ୍‌ଆଇ ଅମ୍ବିକା ବେଣିଆ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ପୋଖରୀରୁ ମୃତଦେହ ଉଦ୍ଧାର କରିଥିଲା। ଖବର ପାଇ ପରିବାର ଲୋକେ ରବୀନ୍ଦ୍ରଙ୍କୁ ଚିହ୍ନି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story