ଗଞ୍ଜେଇ ଧରି ଗ୍ରାହକ ଅପେକ୍ଷାରେ ଛିଡ଼ା ହୋଇଥିଲେ, କାବୁ କରିନେଲା ପୁଲିସ୍‌

ବାସୁଦେବପୁର(କିରିଟି ଦାସ): ଗଞ୍ଜେଇ ଧରି ଗ୍ରାହକ ଅପେକ୍ଷାରେ ଛିଡ଼ା ହୋଇଥିଲେ ବେପାରୀ। ହେଲେ ଠିକ୍‌ ସମୟରେ କାବୁ କରିନେଲା ପୁଲିସ୍‌। ଆଉ ଜବତ କଲା ୧ କିଲୋ ଶହେ ଗ୍ରାମ ଗଞ୍ଜେଇ। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଢୁଆଁ ଛକ ନିକଟରୁ ପୁଲିସ୍‌ ଏହି ଗଞ୍ଜେଇ ଜବତ କରିଛି।  ଗିରଫ ବେପାରୀଜଣକ ଅଢୁଆଁ ଗାଁର କନ ମଲିକ ବୋଲି ଜଣାପଡିଛି। ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, କନ ଗଞ୍ଜେଇ ଧରି ବିକ୍ରି କରିବା ପାଇଁ ଗ୍ରାହକକୁ ଅପେକ୍ଷା […]

ganja-3-1

ganja-3-1

Niharika Rout
  • Published: Friday, 10 January 2020
  • Updated: 10 January 2020, 10:38 AM IST

Sports

Latest News

ବାସୁଦେବପୁର(କିରିଟି ଦାସ): ଗଞ୍ଜେଇ ଧରି ଗ୍ରାହକ ଅପେକ୍ଷାରେ ଛିଡ଼ା ହୋଇଥିଲେ ବେପାରୀ। ହେଲେ ଠିକ୍‌ ସମୟରେ କାବୁ କରିନେଲା ପୁଲିସ୍‌। ଆଉ ଜବତ କଲା ୧ କିଲୋ ଶହେ ଗ୍ରାମ ଗଞ୍ଜେଇ।

ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଢୁଆଁ ଛକ ନିକଟରୁ ପୁଲିସ୍‌ ଏହି ଗଞ୍ଜେଇ ଜବତ କରିଛି।  ଗିରଫ ବେପାରୀଜଣକ ଅଢୁଆଁ ଗାଁର କନ ମଲିକ ବୋଲି ଜଣାପଡିଛି।

ପୁଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, କନ ଗଞ୍ଜେଇ ଧରି ବିକ୍ରି କରିବା ପାଇଁ ଗ୍ରାହକକୁ ଅପେକ୍ଷା କରିଥିବା ଖବର ପାଇ ପୁଲିସ୍‌ ଚଢ଼ଉ କରିଥିଲା। ଚଢ଼ଉରେ  କନ ନିକଟରୁ ୧ କିଲୋରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଥିଲା। ପରେ ପୁଲିସ୍‌ ନିଜ ଆଡୁ ଏକ ମାମଲା ରୁଜୁ କରି  ଅଭିଯୁକ୍ତକୁ ଗିରଫ କରିଛି। ଆଜି ତାକୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story