ଔଷଧରେ ମିଶାଯାଉଛି ନିଶା, ଜହର ପାଲଟୁଛି କଫ୍‌ସିରଫ୍‌!

ବଲାଙ୍ଗିର (ମନରଞ୍ଜନ ଯୋଷୀ): ମଣିଷ ଜୀବନ ସହିତ ଖେଳା ଯାଉଛି ଖେଳ। କଫ୍‌ସିରଫ୍‌ ପରି ଔଷଧରେ ମିଶା ଯାଉଛି ନିଶା। ଆଜି ଏପରି ଅଭିଯୋଗ ଆସିଛି ବଲାଙ୍ଗିରୁ। ଜଙ୍ଗଲ ଭିତରେ କଫ୍‌ସିରଫରେ ନିଶା ବଟିକା ମିଶା ଯାଉଥିବା ବେଳେ ତୁରେକେଲା ଓ କଣ୍ଟାବାଞ୍ଜି ଥାନା ପୁଲିସ ଚଢ଼ଉ କରି ପାଖାପାଖି ୧୩ ଲକ୍ଷ ଟଙ୍କାର କଫ୍‌ସିରଫ ଏବଂ ନିଶା ବଟିକା ଜବତ କରିଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ବଲାଙ୍ଗିର ଜିଲ୍ଲା ତୁରେକେଲା […]

Balangir

Balangir

Manoranjan Sial
  • Published: Saturday, 29 May 2021
  • Updated: 29 May 2021, 04:46 PM IST

Sports

Latest News

ବଲାଙ୍ଗିର (ମନରଞ୍ଜନ ଯୋଷୀ): ମଣିଷ ଜୀବନ ସହିତ ଖେଳା ଯାଉଛି ଖେଳ। କଫ୍‌ସିରଫ୍‌ ପରି ଔଷଧରେ ମିଶା ଯାଉଛି ନିଶା। ଆଜି ଏପରି ଅଭିଯୋଗ ଆସିଛି ବଲାଙ୍ଗିରୁ। ଜଙ୍ଗଲ ଭିତରେ କଫ୍‌ସିରଫରେ ନିଶା ବଟିକା ମିଶା ଯାଉଥିବା ବେଳେ ତୁରେକେଲା ଓ କଣ୍ଟାବାଞ୍ଜି ଥାନା ପୁଲିସ ଚଢ଼ଉ କରି ପାଖାପାଖି ୧୩ ଲକ୍ଷ ଟଙ୍କାର କଫ୍‌ସିରଫ ଏବଂ ନିଶା ବଟିକା ଜବତ କରିଛି। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ।

ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା କନ୍ଦାଗାଡ ଜଙ୍ଗଲ ଦେଇ ଏକ କଫ୍‌ସିରଫ୍‌ ଟ୍ରକ୍‌ ଚାଲାଣ ହେଉଥିବା ସମ୍ପର୍କରେ ପୁଲିସ ଖବର ପାଇଥିଲା। ପରେ ତୁରେକେଲା ଥାନାବାବୁ କମଳ ଲୋଚନ ବେହେରା ଓ କଣ୍ଟାବାଞ୍ଜି ଥାନାଧିକାରୀ ସତ୍ୟଜିତ ଖଣ୍ଡେଲକେଲ ପୂରା ଟିମ୍‌ ସହିତ ଚଢଉ କରିଥିଲେ। ପୁଲିସ ସେଠାରୁ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଟ୍ରକ୍‌କୁ ଜବତ କରିଥିଲା। ଟ୍ରକ ଭିତରୁ ୯୦ ପେଟି ଏସ୍‌କରଫ୍‌ କଫ୍‌ସିରଫ୍‌ ଜବତ କରିଛି ପୁଲିସ।

ଜବତ ଟ୍ରକ୍‌ରୁ ୧୪୪୦୦ ଟି  ବୋତଲ କଫ୍‌ସିରଫ ଥିଲା। ଯାହାର ଅନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ। ଟ୍ରକ୍‌ଟି କର୍ଣ୍ଣାଟକ ରାଜ୍ୟର ହୋଇଥିବା ବେଳେ ଗିରଫ ଡ୍ରାଇଭର ମଧ୍ୟ କର୍ଣ୍ଣାଟକ ରାଜ୍ୟର। ଗିରଫ ଆନ୍ୟ ଜଣକ ତୁରେକେଲା ଥାନା ଅନ୍ତର୍ଗତ ଖୁଜେନବାହାଲି ଗାଁର ବୋଲି ଜଣାପଡିଛି। ଜଙ୍ଗଲ ଭିତରେ କଫ୍‌ସିରଫ୍‌ର ନିଶା ବଢାଇବା ପାଇଁ ସେଥିରେ ନିଶା ବଟିକା ମିଶା ଯାଉଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ଘଟଣାସ୍ଥଳରୁ କିଛି ବଟିକା ଓ ନଗଦ ୧୩ ହଜାର ଟଙ୍କା ଜବତ କରିଛି। ଜଙ୍ଗଲ ଭିତରେ କଫସିରଫରେ ନିଶା ଟେବଲେଟ ମିଶାଇ ବିଭିନ୍ନ ବେପାରୀଙ୍କ ଜରିଆରେ ଚଢା ଦରରେ ନିଶା କାରବାର କରାଯିବାର ଯୋଜନା କରାଯାଉଥିଲା।

ତେବେ ଏଠି ପ୍ରଶ୍ନ ଉଠୁଛି, ଲକ୍‌ଡାଉନ୍‌ ସମୟରେ ଏତେ ପରିମାଣର କଫ୍‌ସିରଫ୍‌ କିଭଳି ଭାବରେ ବିଭିନ୍ନ ରାଜ୍ୟପାର ହୋଇ ଓଡ଼ିଶା ସୀମା ଡେଇଁ ବଲାଙ୍ଗିର ଜିଲ୍ଲାରେ ପହଞ୍ଚିଲା। ଏଥିରେ ଅନ୍ୟା କାହାରି ହାତ ନାହିଁ ତ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story