କଦଳୀ ବୋଝେଇ ଟ୍ରକ୍‌ରୁ ଜବତ ହେଲା କୋଟିଏ ଟଙ୍କାର ଜିନିଷ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଟ୍ରକ ଉପରେ କଦଳୀ ବୋଝେଇ ହୋଇଥିବା ବେଳେ ଭିତରେ ଥିବା କୋଟିଏ ଟଙ୍କାର ଜିନିଷ। ଖବର ପାଇ କୋରାପୁଟ ଜିଲ୍ଲା ସୁନାବେଡା ପୁଲିସ୍‌ ଚଢ଼ାଉ କରି ଜବତ କଲା ୧୨ କ୍ୱିଣ୍ଟାଲ ୪ କେଜି ଗଂଜେଇ । ଏହି ଘଟଣାରେ ପୁଲିସ୍‌ ଗଞ୍ଜେଇ ସହ ଟ୍ରକ୍‌କୁ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି।। ଗିରଫ ୨ଜଣ ହେଲେ ଝାରଖଣ୍ଡର ରାଜୀବ କୁମାର ମାହତୋ ଓ ବିହାରର ରମଣ କୁମାର । […]

ganja seized

ganja seized

Niharika Rout
  • Published: Saturday, 10 July 2021
  • Updated: 10 July 2021, 01:20 PM IST

Sports

Latest News

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା):  ଟ୍ରକ ଉପରେ କଦଳୀ ବୋଝେଇ ହୋଇଥିବା ବେଳେ ଭିତରେ ଥିବା କୋଟିଏ ଟଙ୍କାର ଜିନିଷ। ଖବର ପାଇ କୋରାପୁଟ ଜିଲ୍ଲା ସୁନାବେଡା ପୁଲିସ୍‌ ଚଢ଼ାଉ କରି ଜବତ କଲା ୧୨ କ୍ୱିଣ୍ଟାଲ ୪ କେଜି ଗଂଜେଇ । ଏହି ଘଟଣାରେ ପୁଲିସ୍‌ ଗଞ୍ଜେଇ ସହ ଟ୍ରକ୍‌କୁ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି।। ଗିରଫ ୨ଜଣ ହେଲେ ଝାରଖଣ୍ଡର ରାଜୀବ କୁମାର ମାହତୋ ଓ ବିହାରର ରମଣ କୁମାର ।

ସୂଚନାଯୋଗ୍ୟ, ଏହି ଗଂଜେଇ ଜଲାପୁଟ ଅଞ୍ଚଳରୁ ବିହାରକୁ ଚାଲାଣ କରାଯାଉଥିଲା । ପୁଲିସ୍‌ ନଜରରୁ ବଞ୍ଚିବା ପାଇଁ କଦଳି ବୋଝେଇ ଟ୍ରକ ମଧ୍ୟରେ  ଏହାକୁ ଚାଲାଣ କରାଯାଉଥିଲା।  ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ ବେଳେ ୧୨ କ୍ୱିଣ୍ଟାଲ ୪ କେଜି ଗଂଜେଇ ଜବତ ହୋଇଥିବା ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story