ପୁଲିସ ପଞ୍ଝାରେ ଝାଡ଼ଖଣ୍ଡ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାବଧାନ! ରାଜଧାନୀରେ ମାତିଛନ୍ତି ଝାଡ଼ଖଣ୍ଡ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ। ଆଜି ଏପରି ଏକ ଚୋର ଗ୍ୟାଙ୍ଗକୁ ଧରି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ପୁଲିସ ୧୦୩ ମୋବାଇଲ ଜବତ କରିଛି। ସୂଚନାରୁ ପ୍ରକାଶ, କିଛି ଦିନ ତଳେ ଆଇନ୍‌ ଫୋନ୍‌ ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି କୌଣସି […]

mobile

mobile

Manoranjan Sial
  • Published: Sunday, 03 January 2021
  • Updated: 03 January 2021, 05:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାବଧାନ! ରାଜଧାନୀରେ ମାତିଛନ୍ତି ଝାଡ଼ଖଣ୍ଡ ମୋବାଇଲ୍‌ ଲୁଟେରା ଗ୍ୟାଙ୍ଗ। ଆଜି ଏପରି ଏକ ଚୋର ଗ୍ୟାଙ୍ଗକୁ ଧରି ଭୁବନେଶ୍ୱର କମିଶନରେଟ୍‌ ପୁଲିସ। ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ପୁଲିସ ୧୦୩ ମୋବାଇଲ ଜବତ କରିଛି।

ସୂଚନାରୁ ପ୍ରକାଶ, କିଛି ଦିନ ତଳେ ଆଇନ୍‌ ଫୋନ୍‌ ଚୋରି ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି କୌଣସି ସୂତ୍ରରୁ ଖବର ପାଇ ପୁଲିସ ଚିନ୍ତାମଣିଶ୍ୱରର ଏକ ଭଡ଼ା ଘରେ ଚଢଉ କରିଥିଲା। ଏହି ସମୟରେ ପୁଲିସ ୩ ଜଣ ଝାଡ଼ଖଣ୍ଡ ଯୁବକଙ୍କୁ ଗିରଫ କରିଥିଲା। ସେମାନେ ମୋବାଇଲ ଚୋରି କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story