ବନ୍ଧା ହେଲା ପୁଲିସ ପୁଅ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ  ପୁଲିସ ପୁଅ ଗିରଫ। ତମାଣ୍ଡୋ ଥାନାର ଜଣେ ପୁଲିସ କର୍ମଚାରୀଙ୍କ ପୁଅ ଗିରଫ। ଗିରଫ ଅଭିଯୁକ୍ତ ହଉଛନ୍ତି ଯାମିନୀକାନ୍ତ ଜେନା । ଶ୍ୱଶୁର ଘର ଲୋକଙ୍କ ଏତଲା ଆଧାରରେ ଗିରଫ କଲା ପୋଲିସ। ଶନିବାର ଜଣେ ନବବିବାହିତାଙ୍କ ମୃତ୍ୟୁ  ଘଟିଥିଲା। ଏହି ଘଟଣାରେ ସ୍ୱାମୀ  ଓ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ସୂଚନା ଅନୁଯାୟୀ, ନବ ବିବାହିତଙ୍କ ମୃତ୍ୟୁ ଖବର ଆସିବା ପରେ ଭୁବନେଶ୍ୱର […]

7890

7890

Tapas Behera
  • Published: Monday, 21 September 2020
  • Updated: 21 September 2020, 04:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗରେ  ପୁଲିସ ପୁଅ ଗିରଫ। ତମାଣ୍ଡୋ ଥାନାର ଜଣେ ପୁଲିସ କର୍ମଚାରୀଙ୍କ ପୁଅ ଗିରଫ। ଗିରଫ ଅଭିଯୁକ୍ତ ହଉଛନ୍ତି ଯାମିନୀକାନ୍ତ ଜେନା । ଶ୍ୱଶୁର ଘର ଲୋକଙ୍କ ଏତଲା ଆଧାରରେ ଗିରଫ କଲା ପୋଲିସ। ଶନିବାର ଜଣେ ନବବିବାହିତାଙ୍କ ମୃତ୍ୟୁ  ଘଟିଥିଲା। ଏହି ଘଟଣାରେ ସ୍ୱାମୀ  ଓ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁଯାୟୀ, ନବ ବିବାହିତଙ୍କ ମୃତ୍ୟୁ ଖବର ଆସିବା ପରେ ଭୁବନେଶ୍ୱର ତମାଣ୍ଡୋ ଥାନା ପୁଲିସ୍ କର୍ମଚାରୀ ବିଜୟ କୁମାର ଗୋଛାୟତ ଓ ତାଙ୍କ ପୁଅ ଯାମିନୀ ଗୋଛାୟତଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା । ପୁଅ ସହ ମିଶି ବିଜୟ ତାଙ୍କ ବୋହୂଙ୍କୁ ହତ୍ୟା କରିଥିବା ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି। ଯାମିନୀଙ୍କ ଶ୍ୱଶୁର ଘର ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ଯାମିନୀଙ୍କ ଶ୍ୱଶୁର ଘର ଲୋକଙ୍କ କହିବା ଅନୁଯାୟୀ, ସେମାନଙ୍କ ଝିଅ ବେହୋସ ହୋଇଯାଇଛି ଓ ତାଙ୍କୁ ହସ୍ପିଟାଲ ନିଆଯାଇଛି ବୋଲି ପ୍ରଥମେ ଜ୍ୱାଇଁ ଜଣାଇଥିଲେ। ହେଲେ ପରେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିବା ଓ ତାଙ୍କ ମୃତଦେହକୁ କ୍ୟାପିଟାଲ୍ ହସ୍‌ପିଟାଲ୍ ନିଆଯାଇଥିବା କହିଥିଲେ। ଝିଅର ବେକରେ ଦଉଡ଼ି ଭିଡ଼ିଲା ଭଳି ଚିହ୍ନ ରହିଥିଲା ଓ ଶରୀର ନୀଳ ପଡ଼ିଯାଇଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଗତ ଫେବ୍ରୁଆରୀ ମାସରେ ଯାମିନୀଙ୍କ ବାହାଘର ହୋଇଥିଲା। ତେବେ ଅଧିକ ଯୌତୁକ ଦାବି କରି ଝିଅକୁ ଯାମିନୀଙ୍କ ପରିବାର ଲୋକେ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ଝିଅ ଘର ଲୋକେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story