ବର୍ଷାଙ୍କ ବେଡରୁମ୍‌ରେ ପଶି ଭିଡିଓ ଶୁଟ୍‌ କରୁଥିବା୨ ଯୁବକଙ୍କୁ ପଚରାଉଚରା

କଟକ(ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନରେ ଦେଖାଦେଇଥିବା ଝଡ଼କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗତକାଲି ବର୍ଷାଙ୍କ ବେଡରୁମ୍‌ରେ ପଶି ୨ ଯୁବକ ଶୁଟିଂ କରୁଥିବା ବେଳେ  ବିଭିନ୍ନ ଗଣମାଧ୍ୟମରେ  ଓ  ସୋଶାଲ  ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିଲା। ଏପରି ପରିସ୍ଥିତିରେ ନିଜକୁ ଅସୁରକ୍ଷିତ ମନେ କରି ପୁଲିସ୍‌ ସହାୟତା ମାଗିଥିଲେ ବର୍ଷା। ଏହି ଘଟଣାର ଆଜି ତଦନ୍ତ ଆରମ୍ଭ କରିଛି ପୁରୀଘାଟ ଥାନା ପୁଲିସ୍‌। […]

varsa

varsa

Niharika Rout
  • Published: Tuesday, 08 September 2020
  • Updated: 08 September 2020, 02:33 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନରେ ଦେଖାଦେଇଥିବା ଝଡ଼କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଗତକାଲି ବର୍ଷାଙ୍କ ବେଡରୁମ୍‌ରେ ପଶି ୨ ଯୁବକ ଶୁଟିଂ କରୁଥିବା ବେଳେ  ବିଭିନ୍ନ ଗଣମାଧ୍ୟମରେ  ଓ  ସୋଶାଲ  ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଥିଲା। ଏପରି ପରିସ୍ଥିତିରେ ନିଜକୁ ଅସୁରକ୍ଷିତ ମନେ କରି ପୁଲିସ୍‌ ସହାୟତା ମାଗିଥିଲେ ବର୍ଷା। ଏହି ଘଟଣାର ଆଜି ତଦନ୍ତ ଆରମ୍ଭ କରିଛି ପୁରୀଘାଟ ଥାନା ପୁଲିସ୍‌।

ବର୍ଷାଙ୍କ ବେଡରୁମ୍‌ରେ ପଶି ଭିଡିଓ ସୁଟିଂ କରୁଥିବା ୨ ଯୁବକ ସୁଜିତ୍ ଓ ଖଗେନ୍ଦ୍ରଙ୍କୁ ଡକାଇ ଆଜି ପଚରାଉଚରା କରୁଛି ପୁରୀଘାଟ ଥାନା ପୋଲିସ୍। ଏହି ୨ ଯୁବକ ଅନୁଭବଙ୍କ ଘରେ କାମ କରୁଥିବା ବେଳେ ଗତକାଲି ମଧ୍ୟାହ୍ନରେ ବର୍ଷାଙ୍କୁ ଖାଇବାକୁ ଦେବାକୁ ଯାଇଥିଲେ।  ଉକ୍ତ ସମୟର ଭିଡିଓ ସେମାନେ ଶୁଟିଂ କରିଥିବା ବେଳେ ତାହା ବିଭିନ୍ନ ମିଡିଆରେ ଭାଇରାଲ ହୋଇଥିଲା।

ସାଂସଦ ସ୍ୱାମୀ ଅନୁଭବ ମହାନ୍ତିଙ୍କ ଘରେ ନିଜକୁ ଅସହଜ ଓ ଅସୁରକ୍ଷିତ ମନେ କରି ଗତକାଲି ପୁଲିସ୍‌କୁ ଫୋନ୍ କରିଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । ଖବର ପରେ ପୁରୀ ଘାଟ ଥାନା ପୁଲିସ୍‌ ଅନୁଭବଙ୍କ ଘରେ ପହଞ୍ଚି ପ୍ରାୟ ୨ ଘଣ୍ଟା ଧରି ବର୍ଷାଙ୍କ ସହ ଆଲୋଚନା କରି ଫେରିଥିଲା। ଏହାବ୍ୟତୀତ ଗତକାଲି  ଅନୁଭବଙ୍କ କଟକ ନନ୍ଦିସାହି ଘରେ ପହଞ୍ଚି ବର୍ଷାଙ୍କ ବୟାନ ରେକର୍ଡ କରିଥିଲେ ଜିଲ୍ଲା ସୁରକ୍ଷା ଅଧିକାରୀ । ବର୍ଷା ଅନୁଭବଙ୍କ ବିରୋଧରେ ଦେଇଥିବା ଅଭିଯୋଗ ସମ୍ପର୍କରେ ପଚାରି ବୁଝିବା ସହ  ବର୍ଷାଙ୍କ ସୁରକ୍ଷା ପାଇଁ ଜଣେ ମହିଳା ପୁଲିସ୍‌ କନଷ୍ଟେବଳ ମୁତୟନ କରାଯାଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story