ପୁଲିସ ଗାଡ଼ି ପୋଡି ଦେଲେ ଉତ୍ତ୍ୟକ୍ତ ଲୋକ

ଯାଜପୁର(ଗୁଲାମ ଗସ୍‌): ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇଥିବା ପୁଲିସ ଗାଡ଼ି ପୋଡ଼ିଦେଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳେ ଘଟିଛି। ଏବେ ଗାଁରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବାଲିଚନ୍ଦ୍ରପୁର ଥାନା ଭରତପୁର ପଞ୍ଚାୟତର ପଣସୁଧା ଗାଁରେ ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ଶନିବାର ସନ୍ଧ୍ୟା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ […]

jajpur

jajpur

Manoranjan Sial
  • Published: Saturday, 06 March 2021
  • Updated: 06 March 2021, 09:47 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଯାଇଥିବା ପୁଲିସ ଗାଡ଼ି ପୋଡ଼ିଦେଲେ। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳେ ଘଟିଛି। ଏବେ ଗାଁରେ ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ବାଲିଚନ୍ଦ୍ରପୁର ଥାନା ଭରତପୁର ପଞ୍ଚାୟତର ପଣସୁଧା ଗାଁରେ ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ଶନିବାର ସନ୍ଧ୍ୟା ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ପୁଲିସ ଗାଁରେ ପହଞ୍ଚିଥିଲା। ପୁଲିସ ବୁଝାସୁଝା କରୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଫଳରେ ପୁଲିସ ଗାଡ଼ିଟି ପୋଡି ଯାଇଥିଲା। ଯାହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି। ଖବର ପାଇଁ ଏସ୍‌ଡିପି ଏକ ପ୍ଲାଟୁନ ପୁଲିସ ଫୋର୍ସ ଧରି ଗାଁରେ ପହଞ୍ଚିଛନ୍ତି। କୌଣସି ବାହାର ଗାଁର ଲୋକଙ୍କୁ ଗାଁ ଭିତରକୁ ଛଡ଼ା ଯାଉନି।

ସୂଚନାରୁ ପ୍ରକାଶ, ଗୋଟିଏ ସ୍ଥାନରେ ଅଷ୍ଟପ୍ରହରୀ କରିବାକୁ ଦୁଇଟି ଗୋଷ୍ଠୀ ଜିଦ୍‌ ଧରି ବସିଛନ୍ତି। ଏହି ବିବାଦ ୪ ବର୍ଷ ଧରି ଲଗି ରହିଛି। ଯେଉଁଥିପାଇଁ ଆଜି ପଣସୁଧା ଗାଁରେ ପୁଲିସ ମୁତୟନ ହୋଇଥିଲେ। ଏହା ସତ୍ତ୍ୱେ ଗାଁରେ ଗଣ୍ଡଗୋଳ ହୋଇଛି। ଉତ୍ତ୍ୟକ୍ତ ଲୋକମାନେ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ମାତ୍ର ଏଥିରେ କୌଣସି ପୁଲିସ କର୍ମଚାରୀ ଆହତ ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story