ଜଣେ ଅଭିଯୁକ୍ତ, ଭୁଲରେ ଅନ୍ୟଜଣଙ୍କୁ ବାନ୍ଧିଲା ପୁଲିସ

ଭଦ୍ରକ(ପାର୍ଥସାରଥୀ ନାୟକ): ଜଣେ ଅଭିଯୁକ୍ତ। ହେଲେ ଭୁଲରେ ପୁଲିସ ଅନ୍ୟଜଣଙ୍କୁ ହତ୍ୟାକରୀ ବୋଲି ଦର୍ଶାଇ ଥାନାକୁ ବାନ୍ଧି ଆଣିଲା। ମନକୁ ଯାହା ଆସିଲା ଭାଷାଅଭାଷା କହିଲା। ହାଜତରେ ମଧ୍ୟ ପୂରାଇ ଦେଲା। ତେବେ ଶେଷରେ ବାନ୍ଧି ଆଣିଥିବା ବ୍ୟକ୍ତି ଅଭିଯୁକ୍ତ ନୁହେଁ ବୋଲି ଜାଣିବା ପରେ ଛାଡ଼ି ଦେଇଥିଲା। ଭଦ୍ରକ ଜିଲ୍ଲା ବନ୍ତ ଥାନା ପୁଲିସ ଏଭଳି ଅପରାଧ ଘଟାଇଛି। ଯାହାକୁ ବିରୋଧ କରି ଏହି ବ୍ୟକ୍ତି ଆଜି ଏସ୍‌ପିଙ୍କୁ ଗୁହାରି କରିବାକୁ ଯାଉଥିବା ବେଳେ ପୁନଶ୍ଚ […]

Bhirnakhyama

Bhirnakhyama

Niranjan Mishra
  • Published: Saturday, 30 July 2022
  • Updated: 30 July 2022, 10:33 PM IST

Sports

Latest News

ଭଦ୍ରକ(ପାର୍ଥସାରଥୀ ନାୟକ): ଜଣେ ଅଭିଯୁକ୍ତ। ହେଲେ ଭୁଲରେ ପୁଲିସ ଅନ୍ୟଜଣଙ୍କୁ ହତ୍ୟାକରୀ ବୋଲି ଦର୍ଶାଇ ଥାନାକୁ ବାନ୍ଧି ଆଣିଲା। ମନକୁ ଯାହା ଆସିଲା ଭାଷାଅଭାଷା କହିଲା। ହାଜତରେ ମଧ୍ୟ ପୂରାଇ ଦେଲା। ତେବେ ଶେଷରେ ବାନ୍ଧି ଆଣିଥିବା ବ୍ୟକ୍ତି ଅଭିଯୁକ୍ତ ନୁହେଁ ବୋଲି ଜାଣିବା ପରେ ଛାଡ଼ି ଦେଇଥିଲା। ଭଦ୍ରକ ଜିଲ୍ଲା ବନ୍ତ ଥାନା ପୁଲିସ ଏଭଳି ଅପରାଧ ଘଟାଇଛି। ଯାହାକୁ ବିରୋଧ କରି ଏହି ବ୍ୟକ୍ତି ଆଜି ଏସ୍‌ପିଙ୍କୁ ଗୁହାରି କରିବାକୁ ଯାଉଥିବା ବେଳେ ପୁନଶ୍ଚ ତାଙ୍କ ଗାଡ଼ିକୁ ବାଟରେ ଅଟକାଇ ଭଦ୍ରକ ଟାଉନ ଥାନାକୁ ଉଠାଇ ନେବା ଅସନ୍ତୋଷର ବିଷୟ ହୋଇଛି। ନିର୍ଦ୍ଦୋଷ ବ୍ୟକ୍ତି ଜଣକ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ପୁଲିସର ଏଭଳି ଅତ୍ୟାଚାର ବିଭିନ୍ନ ମହଲରେ ସମାଲୋଚନାର ବିଷୟ ହୋଇଛି। ପୁଲିସର ଏଭଳି ନିର୍ଯାତନାର ଶିକାର ହୋଇଥିବା ଦିବ୍ୟାଙ୍ଗ ଜଣକ ବନ୍ତ ଥାନା ପଧାନପଡ଼ା ଗାଁର ୭୬ ବର୍ଷୀୟ ଦିବ୍ୟାଙ୍ଗ କାର୍ତ୍ତିକ ଜେନା।

ଶ୍ରୀ ଜେନା କହିଛନ୍ତି, ତାଙ୍କ ନାଁରେ କୌଣସି ମାମଲା ନ ଥିବା ବେଳେ ବନ୍ତ ଥାନାର ଜଣେ ASI ତାଙ୍କୁ ଗତ ୨୩ ତାରିଖରେ ଓ୍ୱାରେଣ୍ଟ ଥିବା ଦର୍ଶାଇ ତାଙ୍କ ଘରେ ରେଡ୍ କରିଥିଲେ। ସେ ଘରେ ନ ଥିବା ତାଙ୍କ ପତ୍ନୀ କହିବା ପରେ ମଧ୍ୟ ଘରେ ପଶି ସର୍ଚ୍ଚ କରିଥିଲେ। ଦିନକ ପରେ ସେ ଘରକୁ ଫେରିଥିଲେ। ଗାଁ ଦାଣ୍ଡରେ ଯାଉଥିବା ବେଳେ ପୁଲିସ ତାଙ୍କୁ ଥାନାକୁ ଉଠାଇ ଆଣିଥିଲେ। ଥାନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରଖିଥିଲେ। ଏହି ସମୟରେ ଜାତିଆଣ ଆକ୍ଷେପ କରିବା ସହ ହାଜତରେ ପୂରାଇ ଦେଇଥିଲେ। ପରେ ତାଙ୍କୁ ଭୁଲରେ ଉଠାଇ ଆଣିଥିବା ଦର୍ଶାଇ ଛାଡି ଦେଇଥିଲେ।

ପୁଲିସର ଭୁଲ୍ ପାଇଁ ତାଙ୍କୁ ହଟହଟା ହେବାକୁ ପଡ଼ିଛି। ପୁଲିସର ମାତ୍ରାଧିକ କାର୍ଯ୍ୟ ତାଙ୍କୁ ଅତିଷ୍ଠ କରିଛି। ସମ୍ମାନହାନୀ କରିଛି। ଏଥିନିମନ୍ତେ ସେ ଆଜି ଏସ୍‌ପି ଅଫିସ ସମ୍ମୁୁଖରେ ନ୍ୟାୟ ପାଇଁ ଅନଶନ କରିବାକୁ ଯାଉଥିଲେ। ହେଲେ ବାଟରେ ତାଙ୍କ ଗାଡ଼ିକୁ ରୋକି ତାଙ୍କ ସମେତ ଗାଡ଼ିରେ ଥିବା ଅନ୍ୟ ଦିବ୍ୟାଙ୍ଗ ସଂଘ ଭାଇମାନଙ୍କୁ ମଧ୍ୟ ଭଦ୍ରକ ଟାଉନ ଥାନାକୁ ଉଠାଇ ଅଣାଯାଇଛି ବୋଲି ସେ କହିଛନ୍ତି।

ପୁଲିସ ସମସ୍ତଙ୍କୁ ଥାନାରେ ରଖି ବୁଝାସୁଝା କରିଥିଲା। ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story