ସିରିଏଲ କିଲର ନାରାୟଣ ସାହୁର ହେବ ପଲିଗ୍ରାଫ ଟେଷ୍ଟ

କଟକ(ଓଡ଼ିଶା ରିପୋର୍ଟର): କଟକ ସିରିଏଲ କିଲର ନାରାୟଣ ସାହୁକୁ  ଘନ ଘନ ଜେରା । କଟକର ୩ଟି ହତ୍ୟାକାଣ୍ଡରୁ ଦୁଇଟିରେ ରହିଛି ନାରାୟଣର ସଂପୃକ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଡିସିପି ଅଖିଲେଶ୍ୱର ସିଂହ । ଓଏମପି ଛକରେ ହୋଇଥିବା ଦୁଇଟି ହତ୍ୟାକାଣ୍ଡକୁ ମାନିଛି ଅଭିଯୁକ୍ତ ନାରାୟଣ । ସେହି ଅଞ୍ଚଳରେ ନାରାୟଣ ପୂର୍ବରୁ ରହିବାକୁ ଚେଷ୍ଟା କରିଥିଲେ। ହେଲେ ଏନେଇ ବାରଣ କରିବା ପରେ ତା’ର ପ୍ରତିଶୋଧ ନେବାକୁ ସେ ଏପରି […]

top

top

Tapas Behera
  • Published: Thursday, 01 August 2019
  • Updated: 01 August 2019, 04:20 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ସିରିଏଲ କିଲର ନାରାୟଣ ସାହୁକୁ  ଘନ ଘନ ଜେରା । କଟକର ୩ଟି ହତ୍ୟାକାଣ୍ଡରୁ ଦୁଇଟିରେ ରହିଛି ନାରାୟଣର ସଂପୃକ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କଟକ ଡିସିପି ଅଖିଲେଶ୍ୱର ସିଂହ । ଓଏମପି ଛକରେ ହୋଇଥିବା ଦୁଇଟି ହତ୍ୟାକାଣ୍ଡକୁ ମାନିଛି ଅଭିଯୁକ୍ତ ନାରାୟଣ । ସେହି ଅଞ୍ଚଳରେ ନାରାୟଣ ପୂର୍ବରୁ ରହିବାକୁ ଚେଷ୍ଟା କରିଥିଲେ। ହେଲେ ଏନେଇ ବାରଣ କରିବା ପରେ ତା’ର ପ୍ରତିଶୋଧ ନେବାକୁ ସେ ଏପରି କରିଥିବା ଡିସିପି କହିଛନ୍ତି।

ରାଣୀହାଟ କେନାଲ ରୋଡ୍ ହତ୍ୟା ନେଇ ଅଧିକ ତଦନ୍ତ ଜାରି ରହିଛି । ଡିଏନ୍ଏ, ପଲିଗ୍ରାଫି ଟେଷ୍ଟ  ଏବଂ ଅଧିକ ଖୋଳତାଡ଼ ପରେ ଏନେଇ ବି ସବୁକିଛି ସ୍ପଷ୍ଟ ହେବ ବୋଲି ଡିସିପି କହିଛନ୍ତି। ଟ୍ରିପଲ ମର୍ଡରରେ ଅଭିଯୁକ୍ତ ନାରାୟଣ ସାହୁକୁ ଆଜି କୋର୍ଟ ଚାଲାଣ କରାଯିବ। କଟକରେ ସିରିଜ୍ ହତ୍ୟାକାଣ୍ଡ କରି ଚାଞ୍ଚଳ୍ୟ ସୃଷ୍ଟି କରିଛି ନାରାୟଣ ସାହୁ ।

କଟକ ସହରରେ ବେଶ୍ କିଛି ଦିନ ହେଲା ଆତଙ୍କ ଖେଳାଇବା ପରେ ସମ୍ପୃକ୍ତ ସିରିଏଲ୍‌ କିଲର୍‌କୁ ଶେଷରେ କମିଶନରେଟ୍ ପୁଲିସ୍ ଧରିବାରେ ସଫଳ ହୋଇଛି। ଟ୍ରିପଲ୍ ମର୍ଡର ଘଟଣାରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ୫ଟିମ୍ ଗଠନ କରାଯାଇଥିଲା। ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ପୁରୀ ଓ କଟକରେ ଏହି ଟିମ୍ ଅଭିଯୁକ୍ତକୁ ଧରିବା ପାଇଁ ଛାନ୍‌ଭିନ୍ ଚଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story