କେଉଁ ନେତା, ଅଫିସର କେଉଁ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ନେତା, ଅଫିସର ଓ ସମାଜସେବୀ। କଳାହାଣ୍ଡିରେ ୨ଟି ସ୍କୁଲକୁ ପୋଷ୍ୟ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ୨ଟି ସ୍କୁଲକୁ ପୋଷ୍ୟ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କୋରାପୁଟ, ମୟୂରଭଂଜ, ଖୋର୍ଦ୍ଧାର ୩ଟି ସ୍କୁଲକୁ ପୋଷ୍ୟ କଲେ ବିଧାୟକ ପ୍ରଣବ ଦାସ। ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲକୁ ପୋଷ୍ୟ କଲେ ସୁବ୍ରତ ବାଗଚୀ। ପଟିଆର ୨ଟି ସ୍କୁଲକୁ ପୋଷ୍ୟ କଲେ […]

school

school

Manoranjan Sial
  • Published: Monday, 25 January 2021
  • Updated: 25 January 2021, 08:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ନେତା, ଅଫିସର ଓ ସମାଜସେବୀ। କଳାହାଣ୍ଡିରେ ୨ଟି ସ୍କୁଲକୁ ପୋଷ୍ୟ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ୨ଟି ସ୍କୁଲକୁ ପୋଷ୍ୟ କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। କୋରାପୁଟ, ମୟୂରଭଂଜ, ଖୋର୍ଦ୍ଧାର ୩ଟି ସ୍କୁଲକୁ ପୋଷ୍ୟ କଲେ ବିଧାୟକ ପ୍ରଣବ ଦାସ। ବାଣୀବିହାର ୟୁନିଭର୍ସିଟି ହାଇସ୍କୁଲକୁ ପୋଷ୍ୟ କଲେ ସୁବ୍ରତ ବାଗଚୀ। ପଟିଆର ୨ଟି ସ୍କୁଲକୁ ପୋଷ୍ୟ କଲେ ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ ସାହୁ। ଆର୍‌. ବାଲକ୍ରିଷ୍ଣନ, ଅନୁପ ନାୟକ, ସୁଜାତା କାର୍ତ୍ତିକେୟନ ମଧ୍ୟ ପୋଷ୍ୟ ସ୍କୁଲ କଲେ। ଅରବିନ୍ଦ ଅଗ୍ରୱାଲ, ରସିଦ ଖାଁ, ଗୁହା ପୁନମ ତାପସ କୁମାର, ଯାମିନୀ ଷଡ଼ଙ୍ଗୀ, ସାର୍ଥକ ଷଡ଼ଙ୍ଗୀ, ସମର୍ଥ ବର୍ମା, ଅବଦଲ ଅଖତାର, ଲିଙ୍ଗରାଜ ପଣ୍ଡା ମଧ୍ୟ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସ୍କୁଲ।

ମୋ’ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୨ କେନ୍ଦ୍ର ମନ୍ତ୍ରୀ, ସବୁ ସାଂସଦ ଓ ବିଧାୟକଙ୍କୁ ଚିଠି ଲେଖିଥିଲେ। ଏହାଛଡ଼ା ହାଇକୋର୍ଟର ବିଚାରପତିମାନଙ୍କୁ ମଧ୍ୟ ଚିଠି ଲେଖାଯାଇଥିଲା। ସର୍ବାଧିକ ୩ଟି ସରକାରୀ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚିଠିରେ ଲେଖିଲେ। ମୁଖ୍ୟମନ୍ତ୍ରୀଙ୍କ ଚିଠି ପରେ ବିଧାୟକ ଓ ସଚିବମାନେ ସେମାନଙ୍କର ପୋଷ୍ୟ ସ୍କୁଲ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ କେତେଦୂର ସଫଳ ହେଉଛି, ତାହା ସମୟ କହିବ।

ଭାରତ ଓ ବିଦେଶରେ ଥିବା ଓଡ଼ିଆମାନେ ନିଜ ନିଜର ପୁରାତନ ସ୍କୁଲ ସହିତ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ସେହି ଭାବନାତ୍ମକ ସଂପର୍କକୁ ନେଇ ଗଠନମୂଳକ କାର୍ଯ୍ୟ କରିବା ହେଉଛି ମୋ ସ୍କୁଲ କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ। ଏହା ସହିତ ସାମୂହିକ ଉଦ୍ୟମକୁ ଅନୁପ୍ରାଣିତ କରିବା, ପାରିପାର୍ଶ୍ୱିକ ସମାଜର ସହଭାଗିତାକୁ ପ୍ରୋତ୍ସାହିତ କରିବା, ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ସକ୍ରିୟ ଥିବା ବିଭିନ୍ନ ବେସରକାରୀ ସଂଗଠନମାନଙ୍କ ସହ ନିମ୍ନଲିଖିତ ପରିସରରେ ସହଯୋଗିତା କରିବା ଉଲ୍ଲେଖନୀୟ ଉଦ୍ଦେଶ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story