କୋଟିଆକୁ ନେଇ ତେଜୁଛି ରାଜନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଟିଆ ସମେତ ଓଡ଼ିଶା ସୀମାନ୍ତର କେତେକ ଗାଁରେ ଆନ୍ଧ୍ର ନିର୍ବାଚନ କରାଇବା ପରେ ରାଜ୍ୟରେ ତେଜିଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି, ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ  ପଦକ୍ଷେପ ନିଅନ୍ତୁ।  ସରକାର ଆଇନଗତ ପଦକ୍ଷେପ ନେଇଥିଲେ ମଧ୍ୟ ନିର୍ଣ୍ଣାୟକ ଫଳ ଯାଏ ଏହା ଜାରି ରହୁ ବୋଲି ଧର୍ମେନ୍ଦ୍ର ଆଶା କରିଥିବା ବେଳେ ସୀମାନ୍ତ ଗାଁ ଗୁଡ଼ିକରେ ବିକାଶ ଓ ସରକାରୀ ସେବାକୁ ମଜଭୁତ କରି ସବୁ […]

5bn

5bn

Tapas Behera
  • Published: Sunday, 14 February 2021
  • Updated: 14 February 2021, 07:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଟିଆ ସମେତ ଓଡ଼ିଶା ସୀମାନ୍ତର କେତେକ ଗାଁରେ ଆନ୍ଧ୍ର ନିର୍ବାଚନ କରାଇବା ପରେ ରାଜ୍ୟରେ ତେଜିଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି, ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପଯୁକ୍ତ  ପଦକ୍ଷେପ ନିଅନ୍ତୁ।  ସରକାର ଆଇନଗତ ପଦକ୍ଷେପ ନେଇଥିଲେ ମଧ୍ୟ ନିର୍ଣ୍ଣାୟକ ଫଳ ଯାଏ ଏହା ଜାରି ରହୁ ବୋଲି ଧର୍ମେନ୍ଦ୍ର ଆଶା କରିଥିବା ବେଳେ ସୀମାନ୍ତ ଗାଁ ଗୁଡ଼ିକରେ ବିକାଶ ଓ ସରକାରୀ ସେବାକୁ ମଜଭୁତ କରି ସବୁ ବର୍ଗଙ୍କୁ ନେଇ ସୀମାନ୍ତବାସୀଙ୍କୁ ଓଡ଼ିଶା ସହିତ ବାନ୍ଧି ରଖାଯାଉ ବୋଲି ସେ ଟ୍ୱିଟ କରିଛନ୍ତି।

ଆନ୍ଧ୍ର ଅନୁପ୍ରବେଶ ପାଇଁ ରାଜ୍ୟ ସରକାରଙ୍କ ଅପାରଗତା ଓ ଗୁଇନ୍ଦା ବିଭାଗର ବିଫଳତାକୁ ଭୃଗୁ ବକ୍ସିପାତ୍ର ଦାୟୀ କରିବା ସହିତ ସେ ପ୍ରଶ୍ନ କରିଛନ୍ତି, ଆନ୍ଧ୍ରର ନିର୍ବାଚନ ପ୍ରସ୍ତୁତି ବେଳେ ରାଜ୍ୟ ସରକାର କେମିତି ଜାଣିପାରିଲେନି।  ସୀମାନ୍ତରେ ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବକୁ ଦାୟୀ କରିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସେପଟେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନାପସନ୍ଦ କରି ପ୍ରସଙ୍ଗରେ ବରିଷ୍ଠ ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, କୋଟିଆ ଓଡ଼ିଶାର ଅବିଛେଦ୍ୟ ଅଙ୍ଗ । ଆନ୍ଧ୍ର ସ୍ଥିତାବସ୍ଥା ଉଲ୍ଲଂଘନ କରିଛି।  ଏହା ବଜାୟ ରହିବା ଦରକାର ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story