ମୋଟର ଲଞ୍ଚ ସହ ପୁଲିଂ କର୍ମଚାରୀଙ୍କୁ ଅଟକ ରଖିଲେ ନକ୍ସଲ

ମାଲକାନଗିରି(ଜିତେନ୍ଦ୍ର ବେଉରା):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ନିର୍ବାଚନ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ନକ୍ସଲମାନେ ପ୍ରୟାସ କରିଛନ୍ତି। ଭୋଟ୍ ଗ୍ରହଣ ପୂର୍ବରୁ କର୍ମଚାରୀଙ୍କ ସହ ୪ଟି ମୋଟର ଲଞ୍ଚକୁ ନେଇ ଅଟକ ରଖିଥିଲେ ନକ୍ସଲ। ତେବେ ସେଥିରୁ ଗୋଟିଏ ଲଞ୍ଚକୁ ଫେରାଇଦେଇଥିବା ଜଣାପଡ଼ିଛି। ଏଥିସହ ଡ୍ରାଇଭର, ହେଲପର ଏବଂ ଖଲାସୀ ମଧ୍ୟ ଫେରିଛନ୍ତି। ଲଞ୍ଚରେ ଭୋଟ ବର୍ଜନ ସମ୍ପର୍କିତ ପୋଷ୍ଟର ଲାଗିଛି। ସୂଚନା ଅନୁଯାୟୀ, ପଣସପୁଟରୁ ୨ଟି ଓ ସିନ୍ଧିପୁଟା ଘାଟରୁ ୨ଟି ମୋଟର ଲଞ୍ଚ ସହ ସେଥିରେ […]

maoist-12

maoist-12

Tapaswini Nayak
  • Published: Friday, 12 April 2019
  • Updated: 12 April 2019, 02:17 PM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା):ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ନିର୍ବାଚନ କାର୍ଯ୍ୟରେ ବାଧା ସୃଷ୍ଟି କରିବାକୁ ନକ୍ସଲମାନେ ପ୍ରୟାସ କରିଛନ୍ତି। ଭୋଟ୍ ଗ୍ରହଣ ପୂର୍ବରୁ କର୍ମଚାରୀଙ୍କ ସହ ୪ଟି ମୋଟର ଲଞ୍ଚକୁ ନେଇ ଅଟକ ରଖିଥିଲେ ନକ୍ସଲ। ତେବେ ସେଥିରୁ ଗୋଟିଏ ଲଞ୍ଚକୁ ଫେରାଇଦେଇଥିବା ଜଣାପଡ଼ିଛି। ଏଥିସହ ଡ୍ରାଇଭର, ହେଲପର ଏବଂ ଖଲାସୀ ମଧ୍ୟ ଫେରିଛନ୍ତି। ଲଞ୍ଚରେ ଭୋଟ ବର୍ଜନ ସମ୍ପର୍କିତ ପୋଷ୍ଟର ଲାଗିଛି।

ସୂଚନା ଅନୁଯାୟୀ, ପଣସପୁଟରୁ ୨ଟି ଓ ସିନ୍ଧିପୁଟା ଘାଟରୁ ୨ଟି ମୋଟର ଲଞ୍ଚ ସହ ସେଥିରେ ଥିବା କର୍ମଚାରୀଙ୍କୁ ଅଟକ ରଖିଥିଲେ ନକ୍ସଲ। ନିର୍ବାଚନ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଉଦ୍ଦେଶ୍ୟରେ ନକ୍ସଲମାନେ ଏଭଳି କରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story