ବାଟବଣା ‘ଅନ୍ୱେଷା ଯୋଜନା’! ପିଲାଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ

କେନ୍ଦୁଝର(ପ୍ରଣୟ ପାଣି): ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ବାଟବଣା ହୋଇଛି ‘ଅନ୍ୱେଷା ଯୋଜନା’। କୁନିକୁନି ପିଲାମାନଙ୍କୁ ଦିଆଯାଉଛି ନିମ୍ନ ମାନର ଓ ଅଳ୍ପ ପରିମାଣରେ ଖାଦ୍ୟ। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଅଭିଯୋଗ ହେବା ପରେ ଆଦିବାସୀ ସଙ୍ଗଠନ ଓ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଆଜି ଜିଲ୍ଲା ସହକୁମାର ଛାତି ଉପରେ ଛିଡ଼ା ହୋଇଥିବା ଅନ୍ୱେଷା ହଷ୍ଟେଲ୍‌ ପରିଦର୍ଶନ କରିଥିଲେ। ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ଦେଖି ଅସନ୍ତୋଷ ପ୍ରକାଶ […]

School

School

Manoranjan Sial
  • Published: Monday, 07 November 2022
  • Updated: 07 November 2022, 07:57 PM IST

Sports

Latest News

କେନ୍ଦୁଝର(ପ୍ରଣୟ ପାଣି): ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ବାଟବଣା ହୋଇଛି ‘ଅନ୍ୱେଷା ଯୋଜନା’। କୁନିକୁନି ପିଲାମାନଙ୍କୁ ଦିଆଯାଉଛି ନିମ୍ନ ମାନର ଓ ଅଳ୍ପ ପରିମାଣରେ ଖାଦ୍ୟ। ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ଅଭିଯୋଗ ହେବା ପରେ ଆଦିବାସୀ ସଙ୍ଗଠନ ଓ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଆଜି ଜିଲ୍ଲା ସହକୁମାର ଛାତି ଉପରେ ଛିଡ଼ା ହୋଇଥିବା ଅନ୍ୱେଷା ହଷ୍ଟେଲ୍‌ ପରିଦର୍ଶନ କରିଥିଲେ। ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ।

ସିବିଏସ୍‌ଇ ଢାଞ୍ଚାରେ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ‘ଅନ୍ୱେଷା ଯୋଜନା’ ଆରମ୍ଭ କରାଯାଇଥିଲା। ଅନ୍ୟାନ୍ୟ ଜିଲ୍ଲାମାନଙ୍କ ଭଳି କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୫ରୁ ୭ ବର୍ଷର ଛାତ୍ରଛାତ୍ରୀମାନେ ହଷ୍ଟେଲ୍‌ରେ ରହି ଷ୍ଟାଣ୍ଡାର୍ଡ-୧ରୁ ବିଭିନ୍ନ ସ୍କୁଲ୍‌ରେ ପାଠ ପଢୁଛନ୍ତି। ପିଲାଙ୍କ ରହିବା, ଖାଇବା ଓ ଟ୍ୟୁସନ ଖର୍ଚ୍ଚ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବହନ କରୁଛନ୍ତି।

ହେଲେ ଦୁଃଖର ବିଷୟ ଅନ୍ୱେଷା ହଷ୍ଟେଲ୍‌ରେ ପିଲାମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଛି। କୌଣସି ସୂତ୍ରରୁ ଖବର ପାଇ ଆଜି ଆଦିବାସୀ ସଙ୍ଗଠନ ଓ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ନାଏକ ଧରଣୀଧର ଭୂୟାଁ ସ୍ୱୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସରେ ରହିଥିବା ଅନ୍ୱେଷା ହଷ୍ଟେଲ୍‌ ପରିଦର୍ଶନ କରିଥିଲେ। ହଷ୍ଟେଲ୍‌ କର୍ମଚାରୀ ଓ ପିଲାଙ୍କ ସହିତ କଥା ହୋଇଥିଲେ। ଠିକ୍‌ ସେହି ସମୟରେ ସ୍କୁଲ ଯାଇଥିବା ପିଲାଙ୍କ ଟିଫିନ୍‌ ଖୋଲି ଦେଖିଲେ ଅଧ୍ୟକ୍ଷା।

ପିଲାଙ୍କ ଟିଫିନ୍‌ ବକ୍ସ ଦେଖି ବିଚଳିତ ହୋଇଥିଲେ ଅଧ୍ୟକ୍ଷା। ଟିଫିନ୍‌ରେ ପିଲାମାନଙ୍କୁ କମ୍‌ ପରିମାଣରେ ଉପମା ଦିଆଯାଇଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦ୍ୟୁମ୍ନ ଦାଶଙ୍କୁ ସଷ୍ଟେଲ୍‌କୁ ଡକାଇ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟ ଦେଖାଇଥିଲେ ଆଦିବାସୀ ସଙ୍ଗଠନ ଓ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଲକ୍ଷ୍ମୀ ନାଏକ। ଟିଫିନ୍‌ ଦେଖି ସମସ୍ୟା ଗୁଡ଼ିକ ଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ କଥା ଦେଇଛନ୍ତି।

‘ଅନ୍ୱେଷା ଯୋଜନା’ରେ କେନ୍ଦୁଝର ଜିଲ୍ଲାରେ ଗୁରୁକୁଳ ବିଦ୍ୟାଳୟ, ପ୍ରାଣବଲ୍ଲଭ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେଣ୍ଟ ଜାଭିୟର୍ସ ବିଦ୍ୟାଳୟ, ନିର୍ମଳା କନଭେଣ୍ଟ ସ୍କୁଲ, କେରଳା ଇଂଲିଜ ମିଡିୟମ୍‌ ସ୍କୁଲ୍‌, ଗ୍ରୀନ୍‌ ଫିଲଡ୍‌ ପବ୍ଲିକ ସ୍କୁଲ ଓ ଡିଏଭି ପବ୍ଲିକ ସ୍କୁଲ ସହିତ ରାଜ୍ୟ ସରକାର ଚୁକ୍ତି କରିଥିଲେ। ଏହି ସବୁ ସ୍କୁଲରେ ଆଦିବାସୀ ଓ ହରିଜନ ପିଲାମାନେ ପାଠ ପଢ଼ୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story