ପସ୍କୋ ନେଇ କେନ୍ଦ୍ର ମାଗିଥିବା ଏମଏମଡିଆର ଆକ୍ଟ ଉପରେ ସ୍ପଷ୍ଟିକରଣ ଦେବେନି ଓଡ଼ିଶା ସରକାର

ଭୁବନେଶ୍ୱର: ପସ୍କୋକୁ ଆଗୁଆ ଲୁହାପଥର ଖଣି ଲାଇସେନ୍ସ ପ୍ରଦାନ ପ୍ରସ୍ତାବ ଉପରେ କେନ୍ଦ୍ର ଲୋଡ଼ିଥିବା ସ୍ପଷ୍ଟୀକରଣର ଉତ୍ତର ଦେବେନି ଓଡ଼ିଶା ସରକାର। ବରଂ ପସ୍କୋ ଶିଳ୍ପ ପ୍ରତିଷ୍ଠା କରିବ ନା ନାହିଁ ସେ ନେଇ କମ୍ପାନୀ ସହ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସଂଶୋଧିତ ଏମଏମଡିଆର୍ ଆକ୍ଟ ଅନୁସାରେ ପସ୍କୋ ନିଲାମରେ ଭାଗନେବା ଉଚିତ ବୋଲି ପୂର୍ବରୁ କେନ୍ଦ୍ର ରାଜ୍ୟକୁ ଜଣାଇଥିବାରୁ ଏ ସଂପର୍କରେ ଆଉ ସ୍ପଷ୍ଟୀକରଣର ଆବଶ୍ୟକତା ନାହିଁ। […]

posco

posco

Rakesh Mallick
  • Published: Tuesday, 04 August 2015
  • Updated: 04 August 2015, 02:29 PM IST

Sports

Latest News

ଭୁବନେଶ୍ୱର: ପସ୍କୋକୁ ଆଗୁଆ ଲୁହାପଥର ଖଣି ଲାଇସେନ୍ସ ପ୍ରଦାନ ପ୍ରସ୍ତାବ ଉପରେ କେନ୍ଦ୍ର ଲୋଡ଼ିଥିବା ସ୍ପଷ୍ଟୀକରଣର ଉତ୍ତର ଦେବେନି ଓଡ଼ିଶା ସରକାର। ବରଂ ପସ୍କୋ ଶିଳ୍ପ ପ୍ରତିଷ୍ଠା କରିବ ନା ନାହିଁ ସେ ନେଇ କମ୍ପାନୀ ସହ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ସଂଶୋଧିତ ଏମଏମଡିଆର୍ ଆକ୍ଟ ଅନୁସାରେ ପସ୍କୋ ନିଲାମରେ ଭାଗନେବା ଉଚିତ ବୋଲି ପୂର୍ବରୁ କେନ୍ଦ୍ର ରାଜ୍ୟକୁ ଜଣାଇଥିବାରୁ ଏ ସଂପର୍କରେ ଆଉ ସ୍ପଷ୍ଟୀକରଣର ଆବଶ୍ୟକତା ନାହିଁ।

ପସ୍କୋ ସଂପର୍କରେ କେନ୍ଦ୍ରଖଣି ରାଷ୍ଟ୍ରମନ୍ତ୍ରୀ ବିଷ୍ଣୁଦେବ ସାଏ ଲୋକସଭାରେ ଦେଇଥିବା ଉତ୍ତର ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ବିଷ୍ଣୁଦେବ କହିଥିଲେ, ସଂଶୋଧିତ ଏମଏମଡିଆର୍ ଆକ୍ଟର ସେକ୍ସନ ୧୦ ଅନୁସାରେ ପସ୍କୋ ପ୍ରୋସପେକ୍ଟଟିଭ୍ ଲାଇସେନ୍ସ ପାଇଁ ଆବେଦନ କରିଛି ନା ନାହିଁ ତାହା ରାଜ୍ୟ ଅବଗତ କରୁ। ତେବେ ରାଜ୍ୟ ଖଣିମନ୍ତ୍ରୀ କହିଛନ୍ତି, କେନ୍ଦ୍ର  ଗତ ଏପ୍ରିଲ ୭ରେ ଏ ନେଇ ସ୍ପଷ୍ଟୀକରଣ ମାଗିଥିଲା। କେନ୍ଦ୍ର ଖଣି ମନ୍ତ୍ରାଳୟର ଚିଠିରେ କୁହା ଯାଇଥିଲା ଖଣି ମନ୍ତ୍ରାଳୟରେ ଥିବା ତଥ୍ୟ ଅନୁସାରେ ସଂଶୋଧିତ ଆଇନର ସେକ୍ସନ ୧୦-ଏ ଅନୁସାରେ ପସ୍କୋକୁ ଖଣି ଦିଆଯିବା ପ୍ରସ୍ତାବ ଯୋଗ୍ୟତା ଭିତରେ ଆସୁନାହିଁ। ତେବେ ଏହାର ଯଥେଷ୍ଟ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୮ରେ କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ସଂଶୋଧିତ ଏମ୍ଏମଡିଆର୍ ଆଇନ୍ ଅନୁସାରେ ପସ୍କୋର ଆବେଦନ ଅଯୋଗ୍ୟ। ତେଣୁ ନୂଆ ଆଇନର ପରିସର ଭିତରେ ପସ୍କୋର ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରସ୍ତାବକୁ ତ୍ୱରାନ୍ୱିତ କରାଯାଉ। ଏଥିରେ ସେ ଆହୁରି ବି ଲେଖିଥିଲେ ସଂଶୋଧିତ ଆଇନ୍ ଅନୁସାରେ ସରକାର ନିଲାମ ପାଇଁ ପ୍ରସ୍ତୁତ ହୁଅନ୍ତୁ ଓ ପସ୍କୋ ଏହି ନିଲାମ ପ୍ରକ୍ରିୟାରେ ଭାଗ ନେଉ। ଏବେ ରାଜ୍ୟ ସରକାର ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ କିମ୍ୱା କ୍ୟାବିନେଟ୍ ସଚିବ ସ୍ତରରେ ପସ୍କୋ ପ୍ରତିନିଧିଙ୍କ ସହ ଆଲୋଚନା ହେଉ। ଏପଟେ ପ୍ରସ୍ତାବିତ ପ୍ରକଳ୍ପ ଅଂଚଳରେ ସ୍ଥିତି ବଦଳିବାରେ ଲାଗିଛି। ପ୍ରଶାସନ ଅକ୍ତିଆର ନେଇଥିବା ଜମିରେ ପୁଣି ଆରମ୍ଭ ହୋଇଛି ପାନଚାଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story