ବିଜେପି ପ୍ରାର୍ଥୀଙ୍କୁ ବିଜେଡି ନେତାଙ୍କ ମାଡ଼ ଅଭିଯୋଗ

ବ୍ରହ୍ମପୁର(ଜଗନ୍ନାଥ ସାହୁ)ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏହି ଅଭିଯୋଗ ଆଣିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ବିଜେଡି ପ୍ରାର୍ଥୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟ ଓ ଅନ୍ୟ କର୍ମୀମାନେ ଆତଙ୍କରାଜ କରୁଥିବା ଅଭିଯୋଗ କରିଛନ୍ତି। ନିର୍ବାଚନରେ ହାରିଯିବା ଭୟରେ ନିର୍ବାଚନ ସମୟରେ ଖୋଦ୍ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତା’ ସହ ନିର୍ବାଚନ ପରେ ବିଜେପିର ଏଜେଣ୍ଟ, କର୍ମୀମାନଙ୍କୁ […]

manoranjan

manoranjan

Tapas Behera
  • Published: Sunday, 14 April 2019
  • Updated: 14 April 2019, 04:37 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ)ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏହି ଅଭିଯୋଗ ଆଣିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ବିଜେଡି ପ୍ରାର୍ଥୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟ ଓ ଅନ୍ୟ କର୍ମୀମାନେ ଆତଙ୍କରାଜ କରୁଥିବା ଅଭିଯୋଗ କରିଛନ୍ତି। ନିର୍ବାଚନରେ ହାରିଯିବା ଭୟରେ ନିର୍ବାଚନ ସମୟରେ ଖୋଦ୍ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତା’ ସହ ନିର୍ବାଚନ ପରେ ବିଜେପିର ଏଜେଣ୍ଟ, କର୍ମୀମାନଙ୍କୁ ଗାଁରୁ ବାସନ୍ଦ, ହଜାରେ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଆଦାୟ କରାଯାଉଛି।

ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ କାର୍ଯ୍ୟାନୁଷ୍ଠାନ ନନେଲେ ସେ ଓ ତାଙ୍କ କର୍ମୀ ଥାନା, ଏସ୍‌ପି ଅଫିସ୍ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ଆକ୍ରମଣ ଓ ଗାଳିଗୁଳଜ କରିବାର ଭାଇରାଲ ଭିଡ଼ିଓ ମଧ୍ୟ ପ୍ରଦର୍ଶିତ କରିଥିଲେ।  ଏନେଇ ବିଜେଡି କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story