ସେବେ ଆଶୀର୍ବାଦ, ଏବେ ଅଭିଶାପ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ବୋଲି ସମ୍ପର୍କ ଅତି ନିବିଡ଼ ଥିଲା। ନେତା ହିସାବରେ ଅତି ବିଶ୍ୱସ୍ତ ହୋଇଥିବାରୁ ମିଳାମଶା ବି ବେଶ ଘନିଷ୍ଟ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ତାଙ୍କ ଉପରେ ଆଶୀର୍ବାଦ ଅଜାଡ଼ିଦେଇ ଥିଲେ। ଯେଉଁ ନବୀନ ନିବାସକୁ ଅନ୍ୟ ଦଳୀୟ ନେତାଙ୍କୁ ଅନୁମତି ନେଇଯିବାକୁ ପଡ଼େ ତାଙ୍କ ପାଇଁ ଥିଲା ସାହାଣ ମେଲା। ହେଲେ ରାଜନୀତିର ପଶାପାଲିରେ ଆଜି ସେ ବଳିପଡ଼ିଯାଇଛନ୍ତି। ଆଜି ଠାରୁ ତାଙ୍କ ପାଇଁ ନବୀନ ନିବାସର […]

790-65

790-65

Tapas Behera
  • Published: Sunday, 29 November 2020
  • Updated: 29 November 2020, 08:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକ ବୋଲି ସମ୍ପର୍କ ଅତି ନିବିଡ଼ ଥିଲା। ନେତା ହିସାବରେ ଅତି ବିଶ୍ୱସ୍ତ ହୋଇଥିବାରୁ ମିଳାମଶା ବି ବେଶ ଘନିଷ୍ଟ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ତାଙ୍କ ଉପରେ ଆଶୀର୍ବାଦ ଅଜାଡ଼ିଦେଇ ଥିଲେ। ଯେଉଁ ନବୀନ ନିବାସକୁ ଅନ୍ୟ ଦଳୀୟ ନେତାଙ୍କୁ ଅନୁମତି ନେଇଯିବାକୁ ପଡ଼େ ତାଙ୍କ ପାଇଁ ଥିଲା ସାହାଣ ମେଲା। ହେଲେ ରାଜନୀତିର ପଶାପାଲିରେ ଆଜି ସେ ବଳିପଡ଼ିଯାଇଛନ୍ତି। ଆଜି ଠାରୁ ତାଙ୍କ ପାଇଁ ନବୀନ ନିବାସର ଦ୍ୱାର ବନ୍ଦ ହୋଇଯାଇଛି।

ବିଜେଡିରୁ ବିଦା ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ନବୀନଙ୍କ ସହ ଥିବା କ୍ଷୀର-ନୀର ସମ୍ପର୍କର କାହାଣୀ ବଖାଣିଥିବା ବେଳେ ତାଙ୍କୁ ଫସାଯାଥିବା ଅଭିଯୋଗ ଆଣି ଷଡ଼ଯନ୍ତ୍ରକାରୀଙ୍କ ଗୁମର ମଧ୍ୟ ଖୋଲିଛନ୍ତି। ବିଜେଡିରୁ ବହିସ୍କୃତ ହୋଇଥିବା ପ୍ରଦୀପ ତାଙ୍କ ବିବାଦୀୟ ସମୁଦିଙ୍କୁ ଧରି ନବୀନ ନିବାସକୁ ସପରିବାର ଯାଇ ଚର୍ଚ୍ଚା ପାଇ ଆସିଥିବା ମଧ୍ୟ କହିଛନ୍ତି। ଉଭୟ ପ୍ରଦୀପ ଏବଂ ତାଙ୍କ ପତ୍ନୀ କହିଛନ୍ତି ଯେ, ନିଜ ଝିଅ ସହ ଭିଜିଲାନ୍ସ ଜାଲରେ ଫସି ଜେଲ ଯାଇଥିବା ଆଇଏଫଏସ ଅଭୟ ପାଠକଙ୍କ ପୁଅ ଆକାଶଙ୍କର ବିବାହ ସ୍ଥିର ହୋଇଥିଲା।

ଗତ ବର୍ଷ ଅକ୍ଷୟ ତୃତୀୟାରେ ଦୁହିଁଙ୍କର ନିର୍ବନ୍ଧ ହୋଇଥିଲା। ଏହା ପରେ ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ଘରକୁ ଭେଟିବାକୁ ଯାଇଥିଲେ। ପରେ ପ୍ରଦୀପ ଏବଂ ତାଙ୍କ ଭାବି ସମୁଦିଙ୍କ ସହ ପରିବାର ସଦସ୍ୟ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଶଭୁକାମାନା ଲୋଡ଼ିଥଲେ। ଏହି ଅବସରରେ ପ୍ରଦୀପଙ୍କ ଝିଅ ମୁଖ୍ୟମନ୍ତ୍ରୀଙ୍କୁ ଏକ  ତୈଳ ଚିତ୍ର ଭେଟି ଦେଇଥିଲେ। କିନ୍ତୁ ହଠାତ୍‌ ଏମିତି କଣ ହୋଇଗଲା ଯେ, ତାଙ୍କୁ ଆଜି ଦଳରୁ ତଡ଼ା ଖାଇବାକୁ ପଡ଼ିଛି ବୋଲି ପ୍ରଦୀପ ପ୍ରଶ୍ନ କରିଛନ୍ତି।

ଏନେଇ ଉଭୟେ ପ୍ରଦୀପ ଏବଂ ତାଙ୍କ ସ୍ତ୍ରୀ ସୁଜାତା ‘ଓଡ଼ିଶା ରିପୋର୍ଟର’ରେ ମୁହଁ ଖୋଲିଛନ୍ତି। କେବଳ ତୃତୀୟ ମହଲାର କିଛି ଅଫିସରଙ୍କ ଚକ୍ରାନ୍ତ କାରଣରୁ ଦଳରୁ ତାଙ୍କୁ ବିଦା କରାଯାଇଛି ବୋଲି ପ୍ରଦୀପ କହିଛନ୍ତି। ଏମିତିକି ତାଙ୍କୁ ଆଉ ନବୀନଙ୍କ ସହ ଭେଟିବାକୁ ଦିଆଗଲା ନାହିଁ ବୋଲି ସେ କହିଛନ୍ତି। ଏମିତି କି  ମିଛ ଚକ୍ରାନ୍ତ କରି ତାଙ୍କ ଭାବୀ ସମୁଦିଙ୍କୁ ବଦନାମ କରାଯାଇଛି ବୋଲି ଉଭୟେ କହିଛନ୍ତି। ଦୀର୍ଘ ୨୦ ବର୍ଷ ହେବ ଯଦି ସମ୍ପର୍କ ଠିକ୍‌ ଥିଲା ଏବେ ହଠାତ୍‌ କଣ ହୋଇଗଲା ବୋଲି ଉଭୟେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story