ପ୍ରଦୀପଙ୍କୁ ଜାମିନ୍, ପ୍ରଭାତଙ୍କୁ ଝଟକା

କଟକ (ଓଡ଼ିଶା ରିପୋର୍ଟର): ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାର ମୁଖ୍ୟ ଖଳନାୟକ ପ୍ରଦୀପ ସେଠୀଙ୍କୁ ମିଳିଛି ଜାମିନ। ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚାଲିଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। ଏଟି ଗ୍ରୁପ୍‌ ଜମାକାରୀଙ୍କ ଠାରୁ ୫୦୦ କୋଟିରୁ ଅଧିକ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଛନ୍ଦି ହୋଇ ପୂର୍ବରୁ ଗିରଫ ହୋଇଥିବା ବିଜେଡିର ପୂର୍ବତନ ବିଧାୟକ […]

Pradeep Sethi & Pravat Tripathy

Pradeep Sethi & Pravat Tripathy

Jitendra Garnayak
  • Published: Friday, 17 December 2021
  • Updated: 17 December 2021, 08:51 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଠକେଇ ମାମଲାର ମୁଖ୍ୟ ଖଳନାୟକ ପ୍ରଦୀପ ସେଠୀଙ୍କୁ ମିଳିଛି ଜାମିନ। ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚାଲିଥିବା ମାମଲାରେ ତାଙ୍କୁ ଜାମିନ ମିଳିଛି। ଏଟି ଗ୍ରୁପ୍‌ ଜମାକାରୀଙ୍କ ଠାରୁ ୫୦୦ କୋଟିରୁ ଅଧିକ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଛନ୍ଦି ହୋଇ ପୂର୍ବରୁ ଗିରଫ ହୋଇଥିବା ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଝଟକା ଲାଗିଛି। ସିବିଆଇ ଏଫ୍‌ଆଇଆର ରଦ୍ଦ କରିବାକୁ ସେ ଓଡ଼ି ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ତେବେ କୋର୍ଟ ତାଙ୍କ ପିଟିସନ୍‌କୁ ଖାରଜ କରି ଦେଇଛନ୍ତି। ଏନେଇ ସିବିଆଇ ଓକିଲ ସାର୍ଥକ ନାୟକ ସୂଚନା ଦେଇଛନ୍ତି।

ପ୍ରଭାତଙ୍କ ପିଟିସନ୍ ଖାରଜ ହୋଇଯାଇଥିବାରୁ ତାଙ୍କ ବିରୋଧରେ ଚିଟ୍‌ଫଣ୍ଡ ନେଇ ସିବିଆଇରେ ଚାଲିଥିବା ମାମଲା ଚାଲୁ ରହିବ ବୋଲି ଓକିଲ ଶ୍ରୀ ନାୟକ କହିଛନ୍ତି।

ଅର୍ଥତତ୍ତ୍ୱ (ଏଟି) ଚିଟ୍‌ଫଣ୍ଡ ଲିଙ୍କ ଅଭିଯୋଗରେ ୨୦୧୪ ଅକ୍ଟୋବରରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ ପ୍ରଭାତ। ଏହା ପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା।  କିଛି ମାସ ଜେଲ୍‌ରେ ରହିବା ପରେ ସେ ଜାମିନରେ ଆସିଥିଲେ। ୨୦୧୭ରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ନେଇଥିଲା ବିଜେଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story