ଘର ପାଇଁ ସର୍ତ୍ତ ରଖୁଛନ୍ତି ସରପଞ୍ଚ!

ଯାଜପୁର(ଗୁଲାମ ଗସ୍‌): ନୂଆଣିଆ ନଡ଼ା ଛପର ଘର। ଦିନରେ ସୂର୍ଯ୍ୟ କିରଣ ଓ ରାତିରେ ଜହ୍ନ ଆଲୁଅ ଘର ଭିତରେ ପଡ଼ୁଛି। ବର୍ଷା ହେଲେ କଥା ସରିଲା। ସାରା ରାତି ଅନିଦ୍ରା ରହିବାକୁ ପଡ଼େ। ଏପରି ଦୟନୀୟ ଭାବେ ସେହି ଭଙ୍ଗାଦଦରା ଘର ଭିତରେ ରହୁଛନ୍ତି ମାନସୀ ଦଳେଇ ଓ ତାଙ୍କ ପରିବାର। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିପାରିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ଏଥିପାଇଁ ତାଙ୍କୁ ସରପଞ୍ଚ ଲାଞ୍ଚ ମାଗୁଥିବା ମାନସୀ ଅଭିଯୋଗ କରିଛନ୍ତି। […]

Manasi

Manasi

Manoranjan Sial
  • Published: Monday, 02 August 2021
  • Updated: 02 August 2021, 07:37 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌): ନୂଆଣିଆ ନଡ଼ା ଛପର ଘର। ଦିନରେ ସୂର୍ଯ୍ୟ କିରଣ ଓ ରାତିରେ ଜହ୍ନ ଆଲୁଅ ଘର ଭିତରେ ପଡ଼ୁଛି। ବର୍ଷା ହେଲେ କଥା ସରିଲା। ସାରା ରାତି ଅନିଦ୍ରା ରହିବାକୁ ପଡ଼େ। ଏପରି ଦୟନୀୟ ଭାବେ ସେହି ଭଙ୍ଗାଦଦରା ଘର ଭିତରେ ରହୁଛନ୍ତି ମାନସୀ ଦଳେଇ ଓ ତାଙ୍କ ପରିବାର। ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିପାରିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର। ଏଥିପାଇଁ ତାଙ୍କୁ ସରପଞ୍ଚ ଲାଞ୍ଚ ମାଗୁଥିବା ମାନସୀ ଅଭିଯୋଗ କରିଛନ୍ତି। ଏପରି ଅଭିଯୋଗ ଯାଜପୁର ଜିଲ୍ଲାରୁ ଆସିଛି।

ଧର୍ମଶାଳା ବ୍ଲକ ପଟୁଣିଆ ପଞ୍ଚାୟତ ଢିହନରସିଂହପୁର ଗାଁର ମାନସୀ ଦଳେଇ। ଜଣେ ଗରିବ ଶ୍ରେଣୀର ମହିଳା। ସ୍ୱାମୀ ଦିନ ମଜୁରିଆ। କାମଦାମ କରି ଯାହା ଆଣିନ୍ତି, ସେଥିରେ ଚଳେ ପୂରା ପରିବାର। ପରିବାର କହିଲେ ମାନସୀ, ତାଙ୍କ ସ୍ୱାମୀ ଓ ଦୁଇ ପିଲା। ଏବେ ଏହି  ୪ ପ୍ରାଣୀ କୁଟୁମ୍ୱ ରହୁଛନ୍ତି ନୂଆଣିଆ ଚାଳ ଛପର ଘରେ। ଯେଉଁ ଘର ସମ୍ମୁଖରେ ଟଙ୍ଗା ଯାଇଛି ବରଡ଼ା। ଦିନରେ ସୂର୍ଯ୍ୟ କିରଣ ଓ ରାତିରେ ଜହ୍ନ ଆଲୁଅ ଘର ଭିତରେ ପଡ଼ୁଛି। ବର୍ଷା ହେଲେ ଘର ଭିତରେ ଲହଡି ମାରୁଛି ପାଣି। ତଥାପି ସେହି ଘରେ ୪ ଜୀବନକୁ ଧରି ଦୁଃଖକଷ୍ଟରେ ରହୁଛନ୍ତି।

ଘର ଖଣ୍ଡିଏ ପାଇଁ ମାନସୀ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ କେତେ କଣ ନେହୁରା ହେଲେଣି। ହେଲେ ତାଙ୍କର ଆକୁଳ ନିବେଦନ କେହି ଶୁଣୁନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମାଗିଲେ କୁଆଡ଼େ ସରପଞ୍ଚ ଲାଞ୍ଚ ମାଗୁଛନ୍ତି। ଏପରି ଅଭିଯୋଗ କରିଛନ୍ତି ମାନସୀ। ଏହାଛଡ଼ା ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିନାହିଁ ସ୍ୱଚ୍ଛଭାରତ ପାଇଖାନା।

ମାନସୀ କହିଛନ୍ତି-“ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆସୁଛି। ସରପଞ୍ଚ ଆମକୁ ଦେଉନାହିଁ। ୧୦ରୁ ୨୦ ହଜାର ଟଙ୍କା ଦେଲେ ଘର ମିଳିବ ବୋଲି ସରପଞ୍ଚ କହୁଛି। ଆମେ ଗରିବ ଲୋକ। ଖଟିଲେ ଖାଉଛୁ। ଏତେ ଟଙ୍କା ଆଣିବୁ କେଉଁଠୁ? ବର୍ଷା ହେଲେ ଘର ଭିତରେ ପାଣି ପଶୁଛି। ବହୁ କଷ୍ଟରେ ଜୀବନ ଅତିବାହିତ କରୁଛୁ। ପ୍ରତି କଥାରେ ସରପଞ୍ଚ ଆମକୁ ଟଙ୍କା ମାଗୁଛି। ଆମ କଥା କେହି ଶୁଣୁ ନାହାନ୍ତି।”

ଏପରି ଯନ୍ତ୍ରଣା କେବଳ ମାନସୀ ଭୋଗୁନାହାନ୍ତି। ପଟୁଣିଆ ପଞ୍ଚାୟତ ପଟୁଣିଆ, ରାଧାଦେଈପୁର, ଶଙ୍ଖ, ଢିହନରସିଂହପୁର ଗାଁ ଆଦି ବହୁ ଯୋଗ୍ୟ ହିତାଧିକାରୀ ଘର ଖଣ୍ଡେ ପାଇବା ପାଇଁ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ସେମାନେ ବାରମ୍ୱାର ସ୍ଥାନୀୟ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦୃଷ୍ଟି ଆକର୍ଷଣ କରି ନୟାନ୍ତ ହେଲେଣି। ହେଲେ କିଛି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି। ପ୍ରଶାସନିକ ଅବହେଳାରେ ଶିକାର ହୋଇଥିବା ହିତାଧିକାରୀମାନେ ଦୁଇ ଦିନ ତଳେ ଧର୍ମଶାଳା ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସେପଟେ ଜିଲ୍ଲାପାଳ କହିଛନ୍ତି, ଅଭିଯୋଗର ତଦନ୍ତ କରାଯାଇ ଯୋଗ୍ୟ ବ୍ୟକ୍ତିଙ୍କୁ ତାଲିକାରେ ସାମିଲ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story