ବେସାମରିକ ପ୍ରତିରକ୍ଷା ବିଭାଗର ଡିଜି ଭାବେ ଦାୟିତ୍ୱ ତୁଲାଇବେ ପ୍ରକାଶ ମିଶ୍ର

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ଓ ସିଆରପିଏଫର ପୂର୍ବତନ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କୁ ବେସାମରିକ ପ୍ରତିରକ୍ଷା ବିଭାଗର ଡିଜି ଭାବେ ନିୟୁକ୍ତ ଦିଆଯାଇଛି। ଏଥିସହ ଅଗ୍ନିଶମ ଓ ହୋମଗାର୍ଡସ ଡିଜି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ। ଦୁଇବର୍ଷ ପାଇଁ ସିଭିଲ ଡିଫେନ୍ସର ଡିଜି ଭାବେ ସେ ଦାୟିତ୍ୱ ତୁଲାଇବେ। ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ବେଳେ ସେ ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ।

prakasha

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 10:01 AM IST

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ଓ ସିଆରପିଏଫର ପୂର୍ବତନ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ରଙ୍କୁ ବେସାମରିକ ପ୍ରତିରକ୍ଷା ବିଭାଗର ଡିଜି ଭାବେ ନିୟୁକ୍ତ ଦିଆଯାଇଛି। ଏଥିସହ ଅଗ୍ନିଶମ ଓ ହୋମଗାର୍ଡସ ଡିଜି ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ। ଦୁଇବର୍ଷ ପାଇଁ ସିଭିଲ ଡିଫେନ୍ସର ଡିଜି ଭାବେ ସେ ଦାୟିତ୍ୱ ତୁଲାଇବେ।

ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ବେଳେ ସେ ରାଜ୍ୟପାଳଙ୍କ ପରାମର୍ଶଦାତା ଭାବେ ମଧ୍ୟ ନିଯୁକ୍ତି ପାଇଥିଲେ।

Related story