ପ୍ରକାଶ ମିଶ୍ର ମାମଲା: ମୁଖ୍ୟମନ୍ତ୍ରୀ ଓ ଭିଜିଲାନସ୍ ନିର୍ଦ୍ଦେଶକଙ୍କ ବିରୋଧରେ ଏତଲା ଦେଲେ ଖାରବେଳ

ଭୁବନେଶ୍ୱର: ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ରଙ୍କ ନାଁରେ ଭିଜିଲାନସ୍ ମାମଲା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଓ ଭିଜିଲାନସ୍ ନିର୍ଦ୍ଦେଶକଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ ମୁଖ୍ୟମନ୍ତ୍ରୀ ଓ ଭିଜିଲାନସ୍ ନିର୍ଦ୍ଦେଶକଙ୍କ ନାଁରେ କ୍ୟାପିଟାଲ୍ ଥାନାରେ ଏହି ଅଭିଯୋଗ ଦାଖଲ ଦେଇଛନ୍ତି। ଅଭିଯୋଗରେ ଖାରବେଳ ଦର୍ଶାଇଛନ୍ତି ଯେ, ମନ୍ଦ ଉଦ୍ଦେଶ୍ୟ ରଖି ପ୍ରକାଶ ମିଶ୍ରଙ୍କ ବିରୋଧରେ ଏକତରଫା ଭାବେ ଭିଜିଲାନସ୍ କାର୍ଯ୍ୟାନୁଷ୍ଠାନ ନେଇଥିଲା।

iKharavela-Swain

Rakesh Mallick
  • Published: Saturday, 27 June 2015
  • , Updated: 27 June 2015, 07:46 AM IST

Related story