ମୁମ୍ବାଇ ଉଡ଼ିଗଲେ ପ୍ରକୃତି, ମନ୍ମଥ କହିଲେ- କ୍ଲାଇମାକ୍ସ ଭୁଲ୍‌ ହୋଇଗଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୧୫ ଦିନ ହେବ ଲାଗି ରହିଥିବା ବାବୁସାନ-ତୃପ୍ତି ଓ ପ୍ରକୃତି ବିବାଦର ହୋଇପାରିନି ସମ୍ପୂର୍ଣ୍ଣ ସମାଧାନ। ଅସମାହିତ ହୋଇ ଅଧାରେ ଅଟକି ରହିଛି ଏହି ବିବାଦ। ଏହା ମଧ୍ୟରେ ପୁଣି ଥରେ ନିଜ ଟ୍ରାକ୍‌କୁ ଫେରି ଯାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ନିଜ ମା’ଙ୍କ ସହ ଆଜି ସେ ମୁମ୍ବାଇ ଉଡ଼ି ଯାଇଛନ୍ତି। ଫଳରେ ଏହି ବିବାଦର କି ସମାଧାନ ହେବ, ପୁଲିସ୍‌ କ’ଣ ପଦକ୍ଷେପ ନେବ, ଉଭୟ ପରିବାର ଏଫଆଇଆର ଫେରାଇ […]

prakruti

prakruti

Niharika Rout
  • Published: Monday, 01 August 2022
  • Updated: 01 August 2022, 02:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୧୫ ଦିନ ହେବ ଲାଗି ରହିଥିବା ବାବୁସାନ-ତୃପ୍ତି ଓ ପ୍ରକୃତି ବିବାଦର ହୋଇପାରିନି ସମ୍ପୂର୍ଣ୍ଣ ସମାଧାନ। ଅସମାହିତ ହୋଇ ଅଧାରେ ଅଟକି ରହିଛି ଏହି ବିବାଦ। ଏହା ମଧ୍ୟରେ ପୁଣି ଥରେ ନିଜ ଟ୍ରାକ୍‌କୁ ଫେରି ଯାଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର। ନିଜ ମା’ଙ୍କ ସହ ଆଜି ସେ ମୁମ୍ବାଇ ଉଡ଼ି ଯାଇଛନ୍ତି। ଫଳରେ ଏହି ବିବାଦର କି ସମାଧାନ ହେବ, ପୁଲିସ୍‌ କ’ଣ ପଦକ୍ଷେପ ନେବ, ଉଭୟ ପରିବାର ଏଫଆଇଆର ଫେରାଇ ନେବେ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆଜି ସକାଳୁ ପ୍ରକୃତି ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିବା ବେଳେ ଏହା ପୂର୍ବରୁ ଇନଷ୍ଟାଗ୍ରାମରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗକୁ ପୁଣି ଆପଣଙ୍କ ସହ ଦେଖାହେବ। ଆଉ ସେହି ଦ୍ୱିତୀୟ ଇନିଂସ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ କହିଛନ୍ତି ପ୍ରକୃତି। ସେ ଆହୁରି ଲେଖିଛନ୍ତି ଯେ, ଜଣେ ରକଷ୍ଟାର ଭାବେ ସେତେଦିନ ଯାଏ ରହିବାକୁ ହେବ। ଆଉ ସବୁକିଛିକୁ ସ୍ମିତହାସ୍ୟର ସହ ସାମନା କରିବାକୁ ପଡ଼ିବ।

ପ୍ରକୃତିଙ୍କ ମୁମ୍ବାଇ ଗସ୍ତ ପରେ ବାପା ତଥା ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର କହିଛନ୍ତି, ପ୍ରକୃତି ଜଣେ ଖୋଲା ମନର ଝିଅ। ସେ ମୁକ୍ତ ଆକାଶର ବିହଙ୍ଗ। ବମ୍ବେ ଇଣ୍ଡଷ୍ଟ୍ରୀରେ ସେ ନିଜେ ତା’ ପରିଚୟ ସୃଷ୍ଟି କରିଛି। ଏହା ମଧ୍ୟରେ ଯାହା ସବୁ ଘଟିଗଲା ସେଥିପାଇଁ ସେ ୮, ୧୦ ଦିନ ବିଚଳିତ ରହିଲା। ବାପା ହିସାବରେ ଯାହା ଗାଇଡ କରିବା କଥା କରିଛି। ଝିଅ ନିଜ ଟ୍ରାକ୍‌କୁ ଫେରିଯାଇଥିବାରୁ ଖୁବ୍‌ ଖୁସି ଲାଗୁଥିବା କହିଛନ୍ତି ସଙ୍ଗୀତକାର ମନ୍ନଥ ମିଶ୍ର।

https://youtu.be/SCxsLrOWFzg

ତୃପ୍ତିଙ୍କ ପିତାଙ୍କ ନାମରେ ଦେଇଥିବା ଏଫଆଇର ପ୍ରତ୍ୟାହାର କରିବେ ବି ପଚାରିବାରୁ ଉଭୟ ପରିବାର ଆପୋଷ ସମାଧାନ ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି। ଏହି ବିବାଦର ସମାଧାନ ପାଇଁ ଅପରାଜିତା ମହାନ୍ତି, ତୃପ୍ତି, ତାଙ୍କ ମାଉସୀ ମୋ’ ପାଖକୁ ୨ ଥର ଆସିଥିଲେ। ମୁଁ ଅପରାଜିତା ମହାନ୍ତିଙ୍କ ସହ କଥା ହୋଇଥିଲି। ନିଶ୍ଚିତ ରହିବାକୁ ତାଙ୍କୁ ଆଶ୍ୱାସନା ଦେଇଥିଲି। ଯେଉଁ ଘଟଣା ବିଚ ରାସ୍ତାରେ ଘଟିଲା, ଆଉ ଥରେ ମୋତେ ‍ଫୋନ କରିଥିଲେ ହୁଏତ ତାହା ରୁଦ୍ଧ କୋଠରୀରେ ସମାଧାନ ହୋଇପାରିଥାନ୍ତା। ମୁଁ ଏ ବାବଦରେ ମୋ ଝିଅ ସହ କଥା ହୋଇଥିଲି, ତାକୁ ସଚେତନ  କରିଥିଲି। ବାବୁଶାନ ସହ ବି କଥା ହୋଇଥିଲି। ବାବୁଶାନ ବି ଖୋଲା ମନର ପିଲା। ହେଲେ ଏପରି ଘଟଣା କିଛି ନ ଥିବା ସେମାନେ ମୋତେ ଭରସା ଦେଇଥିଲେ।

ଏହି ଘଟଣାରେ ତୃପ୍ତି ପ୍ରତି ମୋର ସମବେଦନା ଅଛି। ସେ ବହୁତ ସହିଛି। ହେଲେ କ୍ଲାଇମାକ୍ସ ଭୁଲ୍‌ ହୋଇଗଲା। ଆବଦ୍ଧ କୋଠରୀରେ ଆଲୋଚନା କରି ଯେଉଁ ଘଟଣାର ସମାଧାନ ହୋଇପାରିଥାନ୍ତା ତାହା ବିଚ୍‌ ରାସ୍ତାରେ ହେବାରୁ ସମସ୍ତଙ୍କ ମାନସମ୍ମାନ ପଦାରେ ପଡ଼ିଲା। ହେଲେ ସେମାନେ ଏବେକାର ଯୁଗର ପିଲା। ଯାହା ହେବାର ଥିଲା ହୋଇ ସାରିଲାଣି, ତାହା ବିଷୟରେ ଆଉ ବେଶି ତର୍ଜମା ଭଲ ନୁହେଁ।

ପ୍ରକୃତି ମୁମ୍ବାଇ ଫେରି ଯିବା ପରେ ବାବୁଶାନ ଓ ତୃପ୍ତିଙ୍କ ଦାମ୍ପତ୍ୟ କଳହ ବି ସମାଧାନମୁହାଁ ହେବାକୁ ଲାଗିଛି। ଉଭୟ ବାବୁଶାନ ଓ ତୃପ୍ତି କଥା ହୋଇଥିବା କହିଛନ୍ତି ତାଙ୍କ ପାରିବାରିକ ବନ୍ଧୁ ରବି ମିଶ୍ର। ହେଲେ ମାମଲା କେବେ ତୁଟିବ, ପୁଣି ଥରେ ଫିଲ୍ମ ସେଟ୍‌କୁ କେବେ ଫେରିବେ ବାବୁଶାନ ତାହା ଉପରେ ସମସ୍ତଙ୍କ ନଜର।

https://youtu.be/oNZv3fIrwow

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story