ନବୀନଙ୍କ ବଦଳରେ ସୁଶାନ୍ତଙ୍କୁ ଦାୟିତ୍ବ ଦେଇଦେଲେ ବବି !

ସୁଶାନ୍ତ ସିଂହ ସମ୍ବଲପୁରରେ ଦମ୍ ଦେଖାଇବା ସହ ସମର୍ଥକମାନଙ୍କୁ ନେଇ ବାଇକ୍ ଶୋଭାଯାତ୍ରା କରିଥିଲେ।

Manoj Swain
  • Published: Tuesday, 04 July 2023
  • Updated: 04 July 2023, 11:51 AM IST

Sports

Latest News

ବରଗଡ଼ ନେତା ହେଲେ ସମ୍ବଲପୁରରେ ପୋଷ୍ଟର ଆଉ ରାଲି। ସମ୍ବଲପୁରରେ ବବିଙ୍କ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ସୁଶାନ୍ତ। ସମ୍ବଲପୁରରେ ସୁଶାନ୍ତ ସିଂହଙ୍କୁ ଚାର୍ଜ ଦେଇ ନାହାଁନ୍ତି ନବୀନ । ସମ୍ବଲପୁର ଜିଲ୍ଲା ସଭାପତି କହିଲେ, ପ୍ରଣବ ପ୍ରକାଶ କହିଥିଲେ ଆୟୋଜନ ପାଇଁ। ସୁଶାନ୍ତ ସମ୍ବଲପୁରରେ ଦମ ଦେଖାଇବା ସହ ସମର୍ଥକମାନଙ୍କ ବାଇକ୍ ଶୋଭାଯାତ୍ରା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos