ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ପ୍ରତାପ

ନୂଆଦିଲ୍ଲୀ: ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଉପରାଷ୍ଟ୍ରପତି ହମିଦ ଅନସାରୀ ତାଙ୍କୁ ଶପଥପାଠ କରାଇଛନ୍ତି। ବିଷ୍ଣୁ ଦାସଙ୍କ ଇସ୍ତଫା ପରେ ଏହି ଆସନ ପାଇଁ ପ୍ରତାପ ଦେବ ନିର୍ବାଚିତ ହୋଇଥିଲେ।

pratap

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 01:35 PM IST

Related story