ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ପ୍ରତୀକ୍ଷା, ଜୁରୀ ପଚାରିଲେ ଏମିତି ପ୍ରଶ୍ନ?

ରାଉରକେଲା (ପବନ ତିୱାରୀ): ରାଉରକେଲା ବାସନ୍ତୀ କଲୋନୀର ଝିଅ ପ୍ରତୀକ୍ଷା ଅନୁଷ୍କାଂକ୍ଷା ସୁନ୍ଦରୀ ପ୍ରତିଯୋଗିତାରେ ଚମକିଛନ୍ତି। ୧୫ଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାତେଇଛନ୍ତି ମିସ୍‌ ଇଣ୍ଡିଆ ରନର୍ସଅପ୍‌ ମୁକୁଟ। ତେବେ ଫାଇନାଲ୍‌ ରାଉଣ୍ଡରେ ଜୁରୀ ପଚାରିଥିବା ପ୍ରଶ୍ନ ତାଙ୍କୁ ରନର୍ସଅପ୍‌ କରିବାରେ ବେଶ୍‌ ସହାୟକ ହୋଇଥିଲା। ପ୍ରତୀକ୍ଷାଙ୍କୁ ଜୁରୀ ପଚାରିଥିଲେ, ଯେଉଁ ରାଜ୍ୟରୁ ପ୍ରତିନିଧିତ୍ୱ କରୁଛନ୍ତି ସେହି ରାଜ୍ୟ ସ୍ୱତନ୍ତ୍ରତା କଣ? ଏହାର ଉତ୍ତରରେ ପ୍ରତିକ୍ଷା କହିଥିଲେ, ଓଡ଼ିଆଙ୍କର ପ୍ରମୁଖ ଅସ୍ତ୍ର ହେଉଛି ସାଦାସିଧା ଜୀବନ ଶୈଳୀ। […]

beauti-contest

beauti-contest

Manoranjan Sial
  • Published: Friday, 25 December 2020
  • Updated: 25 December 2020, 06:45 PM IST

Sports

Latest News

ରାଉରକେଲା (ପବନ ତିୱାରୀ): ରାଉରକେଲା ବାସନ୍ତୀ କଲୋନୀର ଝିଅ ପ୍ରତୀକ୍ଷା ଅନୁଷ୍କାଂକ୍ଷା ସୁନ୍ଦରୀ ପ୍ରତିଯୋଗିତାରେ ଚମକିଛନ୍ତି। ୧୫ଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାତେଇଛନ୍ତି ମିସ୍‌ ଇଣ୍ଡିଆ ରନର୍ସଅପ୍‌ ମୁକୁଟ। ତେବେ ଫାଇନାଲ୍‌ ରାଉଣ୍ଡରେ ଜୁରୀ ପଚାରିଥିବା ପ୍ରଶ୍ନ ତାଙ୍କୁ ରନର୍ସଅପ୍‌ କରିବାରେ ବେଶ୍‌ ସହାୟକ ହୋଇଥିଲା।

ପ୍ରତୀକ୍ଷାଙ୍କୁ ଜୁରୀ ପଚାରିଥିଲେ, ଯେଉଁ ରାଜ୍ୟରୁ ପ୍ରତିନିଧିତ୍ୱ କରୁଛନ୍ତି ସେହି ରାଜ୍ୟ ସ୍ୱତନ୍ତ୍ରତା କଣ? ଏହାର ଉତ୍ତରରେ ପ୍ରତିକ୍ଷା କହିଥିଲେ, ଓଡ଼ିଆଙ୍କର ପ୍ରମୁଖ ଅସ୍ତ୍ର ହେଉଛି ସାଦାସିଧା ଜୀବନ ଶୈଳୀ। ଆଉ ସେହି ସାଦାସିଧା ଜୀବନ ଶୈଳୀରୁ ହିଁ କ୍ରିଏଟିଭିଟି ଥାଏ। ଓଡ଼ିଆ ବେଶୀ ଫ୍ୟାନ୍ସି ହୁଅନ୍ତି ନାହିଁ। ଯେଉଁଥିପାଇଁ ଓଡ଼ିଆ ସମଗ୍ର ବିଶ୍ୱରେ ପରିଚିତ।”

ପ୍ରତୀକ୍ଷାଙ୍କ ଏହି ଉତ୍ତର ଶୁଣିବା ପରେ ସେଠାରେ ଉପସ୍ଥିତ ଅଡ଼ିଆନ୍ସ ଓ ଜୁରୀ ସଦସ୍ୟମାନେ ତାଳି ମାରିଥିଲେ।

ବାସନ୍ତୀ କଲୋନୀର ଝିଅ ପ୍ରତୀକ୍ଷା ଅନୁଷ୍କାଂକ୍ଷା ରାଉରକେଲା ସରକାରୀ ମହାବିଦ୍ୟାଳୟରେ ଇଂରାଜୀ ସମ୍ମାନରେ ବିଏ ପଢ଼ୁଛନ୍ତି। ପିଲା ବେଳୁ ତାଙ୍କର ମଡେଲିଂ ପ୍ରତି ନିଶା ଥିଲା। ସେଥିପାଇଁ କୋଲକାତାରେ ଆୟୋଜିତ ମିସ୍‌ ଇଣ୍ଡିଆ ୨୦୨୦ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରେ ସମଗ୍ର ଭାରତରୁ ୧୫,୦୦୦ରୁ ଅଧିକ ପ୍ରତିଯୋଗୀ ଯୋଗଦେଇଥିଲେ। ସେଥିରେ ୩୧ ଜଣ ଫାଇନାଲ୍‌ ରାଉଣ୍ଡ ପାଇଁ ଚୟନ ହୋଇଥିଲେ। ସେଥିରୁ ପ୍ରତୀକ୍ଷା ଦ୍ୱିତୀୟ ସ୍ଥାନ ଅଧିକାର କରି ‘ମିସ୍‌ ଇଣ୍ଡିଆ’ ହୋଇଛନ୍ତି। ସମଗ୍ର ରାଜ୍ୟରୁ ସେ ଏକମାତ୍ର ପ୍ରତିଯୋଗିତାରେ ଭାଗ ନେଇଥିଲେ।

ସେ କହିଛନ୍ତି-“ପିଲା ବେଳୁ ମଡେଲିଂ କରିବାର ସ୍ୱପ୍ନ ଥିଲା। ସେଥିପାଇଁ କଲେଜରେ ପାଠ ପଢ଼ୁଥିବା ବେଳେ ପ୍ରସ୍ତୁତି ଆରମ୍ଭ କରିଥିଲି। ଏଥିପାଇଁ ମୋତେ ୩ ବର୍ଷ ସମୟ ଲାଗିଥିଲା। ଆଉ ଆଜି ସଫଳତା ମିଳିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story