ପୁରୀ: ପ୍ରଥମ କରି ବନକଲାଗି ହେଉଛନ୍ତି ଶ୍ରୀଜିଉ

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ରହିଲା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ହୋଇଛି । ଆଜି ମହାଅଣବସରର ଚତୁର୍ଦ୍ଦଶୀ ତିଥିରେ ଚତୁର୍ଦ୍ଧାମୂର୍ତ୍ତୀଙ୍କର ବନକଲାଗି ନୀତି ହେଉଛି। ଦତ୍ତ ମହାପାତ୍ର ସେବାୟତମାନେ ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ବିଭିନ୍ନ ପ୍ରାକୃତିକ ରଙ୍ଗରେ ଶୃଙ୍ଗ।ର କରାଯିବ। ନୂଆ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପ୍ରଥମ ଥର ଲାଗି ଶ୍ରୀମୁଖ ଶୃଙ୍ଗାର ହେଉଥିବାରୁ ଏଥର ୨ଦିନ ଧରି ବନକଲାଗି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି।

srimandira-prashasaka-suresh mahapatra

Rakesh Mallick
  • Published: Wednesday, 15 July 2015
  • , Updated: 15 July 2015, 06:23 AM IST

Related story