ପ୍ରତିଶ୍ରୁତି ପାଳନ କରୁନି ଶ୍ରୀ ଶ୍ରୀ ୟୁନିଭରସିଟି, ବିଦ୍ୟାଧରପୁରରେ ଉତ୍ତେଜନା

କଟକ: କଟକ ବିଦ୍ୟାଧରପୁରସ୍ଥିତ ଶ୍ରୀ ଶ୍ରୀ ୟୁନିଭରସିଟି ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ଲୋକେ ଅଭିଯୋଗ କରିଛନ୍ତି,  ବିଶ୍ୱବିଦ୍ୟାଳୟ ସ୍ଥାପନ ବେଳେ କୁହାଯାଇଥିଲା ଯେ ଏହି ଅନୁଷ୍ଠାନ ଗାଁରେ ବିଦ୍ୟାଳୟ, କମ୍ୟୁନିଟି ସେଣ୍ଟର ଓ ଘରେ ଘରେ ପାଇଖାନ ଇତ୍ୟାଦି ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ୬ ବର୍ଷ ପରେ ମଧ୍ୟ ଏହି ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଧରପୁର ଗାଁକୁ ପୋଷ୍ୟଗ୍ରାମ ଭାବେ […]

srisriuniversity

srisriuniversity

Rakesh Mallick
  • Published: Monday, 31 August 2015
  • Updated: 31 August 2015, 11:31 AM IST

Sports

Latest News

କଟକ: କଟକ ବିଦ୍ୟାଧରପୁରସ୍ଥିତ ଶ୍ରୀ ଶ୍ରୀ ୟୁନିଭରସିଟି ବିରୋଧରେ ଅବହେଳା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା। ଲୋକେ ଅଭିଯୋଗ କରିଛନ୍ତି,  ବିଶ୍ୱବିଦ୍ୟାଳୟ ସ୍ଥାପନ ବେଳେ କୁହାଯାଇଥିଲା ଯେ ଏହି ଅନୁଷ୍ଠାନ ଗାଁରେ ବିଦ୍ୟାଳୟ, କମ୍ୟୁନିଟି ସେଣ୍ଟର ଓ ଘରେ ଘରେ ପାଇଖାନ ଇତ୍ୟାଦି ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ୬ ବର୍ଷ ପରେ ମଧ୍ୟ ଏହି ପ୍ରତିଶ୍ରୁତି ପାଳନ କରାଯାଇ ନାହିଁ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଧରପୁର ଗାଁକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ ସୁଧା କିଛି ସୁବିଧାସୁଯୋଗ କରି ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଗାଁରେ ଆଜି ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିଶ୍ୱବିଦ୍ୟାଳୟର ଭିସି ସଂଜୀବ ଆରୋରା ପ୍ରତିଶ୍ରୁତି ଦେଇଛନ୍ତି ଯେ ଆସନ୍ତାକାଲି ଗାଁର ଏକ ପ୍ରତିନିଧି ମଣ୍ଡଳ ଶ୍ରୀ ଶ୍ରୀ ରବିଶଙ୍କରଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବେ। ପ୍ରତିଶ୍ରୁତି ପାଇବା ପରେ ଲୋକେ ନରମି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story