ପ୍ରତିଶ୍ରୁତି ରକ୍ଷା କରୁ ନାହାନ୍ତି କଂପାନୀ; ସମ୍ୱଲପୁର ଆରପିଡିଏସି ବୈଠକରେ ଉଦବେଗ

ସମ୍ବଲପୁର: ଶିଳ୍ପସଂସ୍ଥା ମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନଥିବା ନେଇ ଗୁରୁବାର ସମ୍ୱଲପୁର ଆରପିଡିଏସି ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଉତ୍ତରାଂଚଳ ରାଜସ୍ୱ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀ ମାନେ ଯୋଗ ଦେଇ ଆଂଚଳିକ ପାରିପାର୍ଶ୍ୱିକ ଉନ୍ନୟନ ନେଇ ସେମାନେ କରୁଥିବା ବିଭିନ୍ନ କାମ ସଂପର୍କରେ ସୂଚନା ଦେଇଥିଲେ। ତଥାପି ଆରପିଡିଏସି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଶେଷ କରି ହୀରାକୁଦ ଠାରେ ଥିବା ଆଦିତ୍ୟ ଆଲୁମିନିୟମ ପରିଚାଳିତ ହିଣ୍ଡାଲକୋ […]

sarad

sarad

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 12:52 PM IST

Sports

Latest News

ସମ୍ବଲପୁର: ଶିଳ୍ପସଂସ୍ଥା ମାନେ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନଥିବା ନେଇ ଗୁରୁବାର ସମ୍ୱଲପୁର ଆରପିଡିଏସି ବୈଠକରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଉତ୍ତରାଂଚଳ ରାଜସ୍ୱ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଶିଳ୍ପାନୁଷ୍ଠାନର ଅଧିକାରୀ ମାନେ ଯୋଗ ଦେଇ ଆଂଚଳିକ ପାରିପାର୍ଶ୍ୱିକ ଉନ୍ନୟନ ନେଇ ସେମାନେ କରୁଥିବା ବିଭିନ୍ନ କାମ ସଂପର୍କରେ ସୂଚନା ଦେଇଥିଲେ। ତଥାପି ଆରପିଡିଏସି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ବିଶେଷ କରି ହୀରାକୁଦ ଠାରେ ଥିବା ଆଦିତ୍ୟ ଆଲୁମିନିୟମ ପରିଚାଳିତ ହିଣ୍ଡାଲକୋ କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଥିଲେ ସମ୍ୱଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ। ସଂପୃକ୍ତ ସଂସ୍ଥା ପ୍ରତି ବୈଠକରେ ଯେଉଁ ଯେଉଁ କାମ କରିବା ନେଇ ପ୍ରତିଶୃତି ଦେଉଛି ତାହା ପାଳନ କରୁନାହିଁ ବୋଲି ସେ କହିଥିଲେ। ନେଟ ଲାଭାଂଶର ୨ ପ୍ରତିଶତ ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ଖର୍ଚ୍ଚ କରିବାର ବ୍ୟବସ୍ଥା ଥିଲେ ମଧ୍ୟ ହିଣ୍ଡାଲକୋ ତାହା ପାଳନ କରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ। ସମ୍ୱଲପୁର ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ, ରେଙ୍ଗ।ଲି ବିଧାୟକ ରମେଶ ପଟୁଆ ମଧ୍ୟ ସମାନ ଅଭିଯୋଗ କରିଥିଲେ। ଆର.ଡି.ସି ଓ ଜିଲ୍ଲାପାଳ ଏ ନେଇ ପଚାରିଥିବା ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ କମ୍ପାନୀ ଅଧିକାରୀ।
କମ୍ପାନୀ ମାନଙ୍କ କାମକୁ ଅନୁଧ୍ୟାନ କରିବା ପାଇଁ ଆଜିର ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଛି। ‌ଆରପିଡିଏସି ବୈଠକରେ ନିଆଯାଉଥିବା ନିଷ୍ପତ୍ତିକୁ ତଦାରଖ ଓ କାର୍ଯ୍ୟକାରୀ
କରିବ ଏହି ସବ୍ କମିଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story