ପଦ୍ମ ଧରିଲେ ପ୍ରବୀଣ ଓ ସୁବାସ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଆଜି ବିଜେପିରେ ମିଶିଛନ୍ତି ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ। ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ପ୍ରବୀଣ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ବିଜେଡି ଟିକେଟ୍‌ରେ ମୋରଡ଼ାରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ସଭାପତି ମଧ୍ୟ ଥିଲେ। ସେହିପରି ପୂର୍ବତନ ସାଂସଦ ସୁବାସ ନାଏକ ଆଜି ବିଜେପିରେ ମିଶିଛନ୍ତି। ପୂର୍ବରୁ ଥରେ ସୁବାସ କଂଗ୍ରେସ ଦଳ ଛାଡ଼ି ବିଜେଡିରୁ […]

praveen

praveen

Tapaswini Nayak
  • Published: Tuesday, 02 April 2019
  • Updated: 02 April 2019, 03:01 PM IST

Sports

Latest News

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ଆଜି ବିଜେପିରେ ମିଶିଛନ୍ତି ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ। ଭବାନୀପାଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଭାରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ଗତକାଲି ପ୍ରବୀଣ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ବିଜେଡି ଟିକେଟ୍‌ରେ ମୋରଡ଼ାରୁ ଦୁଇ ଦୁଇ ଥର ବିଧାୟକ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ସଭାପତି ମଧ୍ୟ ଥିଲେ।

ସେହିପରି ପୂର୍ବତନ ସାଂସଦ ସୁବାସ ନାଏକ ଆଜି ବିଜେପିରେ ମିଶିଛନ୍ତି। ପୂର୍ବରୁ ଥରେ ସୁବାସ କଂଗ୍ରେସ ଦଳ ଛାଡ଼ି ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ରାହୁଲ ଗାନ୍ଧିଙ୍କ ଗସ୍ତ କାଳରେ ସେ ପୁଣି କଂଗ୍ରେସକୁ ଫେରିଥିଲେ। ଆଜି ପୁଣି ଦଳ ବଦଳାଇ ସେ ବିଜେପିରେ ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos