ଜନନୀ ଯନ୍ତ୍ରଣାର ବିକଳ ଚିତ୍ର; ପ୍ରସୂତୀଙ୍କୁ କାନ୍ଧରେ ୩ କିମି ବୋହିଲେ ଗାଁ ଲୋକ

ମୋହନା (ମିହିର ଜତି): ଜୟନ୍ତୀଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହେଉଥିଲା। ଏହା ଦେଖି ତାଙ୍କ ସ୍ୱାମୀ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କଲେ। ଆମ୍ୱୁଲାନ୍ସ ଆସିଲା। ହେଲେ ଅଧା ବାଟରେ ଅଟକିଲା। ଆବୁଡ଼ା ଖାବୁଡ଼ା ରାସ୍ତାରେ ଗାଁ ଲୋକେ ପ୍ରସୂତୀଙ୍କୁ ୩ କିମି କାନ୍ଧରେ ବୋହିଲେ। ଜନନୀ ଯନ୍ତ୍ରଣାର ଏପରି ବିକଳ ଚିତ୍ର ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରୁ। ମୋହନା ବ୍ଲକ୍‌ ବୁଡାପଙ୍କା ଗାଁର ଦେବ ମଲ୍ଲିକଙ୍କ ପତ୍ନୀ ଜୟନ୍ତୀ ଗର୍ଭବତି ଥିଲେ। ଆଜି ସକାଳେ […]

Mohana

Mohana

Manoranjan Sial
  • Published: Monday, 26 September 2022
  • Updated: 26 September 2022, 05:16 PM IST

Sports

Latest News

ମୋହନା (ମିହିର ଜତି): ଜୟନ୍ତୀଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହେଉଥିଲା। ଏହା ଦେଖି ତାଙ୍କ ସ୍ୱାମୀ ୧୦୮ ଆମ୍ୱୁଲାନ୍ସକୁ ଫୋନ୍‌ କଲେ। ଆମ୍ୱୁଲାନ୍ସ ଆସିଲା। ହେଲେ ଅଧା ବାଟରେ ଅଟକିଲା। ଆବୁଡ଼ା ଖାବୁଡ଼ା ରାସ୍ତାରେ ଗାଁ ଲୋକେ ପ୍ରସୂତୀଙ୍କୁ ୩ କିମି କାନ୍ଧରେ ବୋହିଲେ। ଜନନୀ ଯନ୍ତ୍ରଣାର ଏପରି ବିକଳ ଚିତ୍ର ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରୁ।

ମୋହନା ବ୍ଲକ୍‌ ବୁଡାପଙ୍କା ଗାଁର ଦେବ ମଲ୍ଲିକଙ୍କ ପତ୍ନୀ ଜୟନ୍ତୀ ଗର୍ଭବତି ଥିଲେ। ଆଜି ସକାଳେ ସେ ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରୁଥିଲେ। ଫୋନ୍‌ ପାଇଁ ଆମ୍ୱୁଲାନ୍ସ କର୍ମଚାରୀମାନେ ଦ୍ରୁତ ଗତିରେ ବୁଡ଼ାପଙ୍କା ଗାଁକୁ ଆସୁଥିଲେ। ହେଲେ ଗାଁରେ ଯାଇ ପାରିଲା ନାହିଁ।

ଗାଁକୁ ୩ କିମି ଦୂର ଖଜୁରୀପଦାରେ ଅଟକିଥିଲା ଆମ୍ୱୁଲାନ୍ସ। ଏହା ପରେ ଗାଁ ଲୋକେ ଜୟନ୍ତୀଙ୍କୁ କାନ୍ଧରେ ବୋହି ନେଇଥିଲେ। ଭାରରେ ନେଲା ବେଳେ ମଝିରେ ପଡ଼ିଥିଲା ନାଳ। ସେହି ନାଳରେ ଆଣ୍ଠୁଏ ଉଚ୍ଚରେ ପାଣିରେ ପ୍ରବାହିତ ହେଉଥିଲେ ମଧ୍ୟ ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ଜୟନ୍ତୀଙ୍କୁ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ନେଇ ଯାଇଥିଲେ। ସେଠାରୁ ତାଙ୍କୁ ଆମ୍ୱୁଲାନ୍ସରେ ନିଆଯାଇ ମୋହନା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ପରେ ଜୟନ୍ତୀ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମାଆ ଓ ଛୁଆ ଏବେ ସୁସ୍ଥ ଅଛନ୍ତି।

ସୂଚନାରୁ ପ୍ରକାଶ, ଦେଶ ସ୍ୱାଧୀନ ହେବାକୁ ବହୁ ବର୍ଷ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ବୁଡାପଙ୍କା ଗାଁକୁ ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହୋଇ ଆବୁଡାଖାବୁଡ଼ା ରାସ୍ତରେ ଗାଁ ଲୋକେ ଯିବାଆସିବା କରୁଛନ୍ତି। ସେଥିପାଇଁ ଗାଁକୁ ଯାଇପାରୁନାହିଁ ଆମ୍ୱୁଲାନ୍ସ। ଏନେଇ ଗାଁ ଲୋକେ ବହୁବାର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ହେଲେ ପ୍ରଶାସନ ଏଥିପ୍ରତି ତିଳେ ମାତ୍ର ନଜର ଦେଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story