ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ପ୍ରସୂତି

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗାଁକୁ ରାସ୍ତା ଅଛି। ହେଲେ ସେହି ରାସ୍ତାରେ ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର। ସେଥିରେ ପୁଣି ଦାଉ ସାଧୁଛି ବର୍ଷା। ଲଗାଣ ବର୍ଷା ପରେ ସେହି ମାଟି ରାସ୍ତା କାଦୁଅ ସରସର ହୋଇଯାଇଛି। ଯେଉଁଥିପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିଲେ ପରିବାର ଲୋକେ। ଆଜି ଏମିତି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି ନକ୍ସଲପ୍ରବଣ ମାଲକାନଗିରି ଜିଲ୍ଲାରେ। ପୂରା ଘଟଣା ଏମିତି। କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡୁଟେଲଗୁଡ଼ା ଗାଁର ପାର୍ବତୀ […]

malkangiri

malkangiri

Ordigital Desk
  • Published: Saturday, 11 August 2018
  • Updated: 11 August 2018, 04:31 PM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗାଁକୁ ରାସ୍ତା ଅଛି। ହେଲେ ସେହି ରାସ୍ତାରେ ପାଦରେ ଚାଲି ଚାଲି ଯିବା ମଧ୍ୟ କଷ୍ଟକର। ସେଥିରେ ପୁଣି ଦାଉ ସାଧୁଛି ବର୍ଷା। ଲଗାଣ ବର୍ଷା ପରେ ସେହି ମାଟି ରାସ୍ତା କାଦୁଅ ସରସର ହୋଇଯାଇଛି।

ଯେଉଁଥିପାଇଁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହିଲେ ପରିବାର ଲୋକେ। ଆଜି ଏମିତି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି ନକ୍ସଲପ୍ରବଣ ମାଲକାନଗିରି ଜିଲ୍ଲାରେ।

ପୂରା ଘଟଣା ଏମିତି। କରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଡୁଟେଲଗୁଡ଼ା ଗାଁର ପାର୍ବତୀ ଖିଲ ଆଜି ସକାଳେ ଗର୍ଭଯନ୍ତ୍ରଣା ପାଇଥିଲେ। ତାଙ୍କୁ ମେଡିକାଲ୍‌ ନେବା ପାଇଁ ପରିବାର ଲୋକେ ସଙ୍ଗେ ସଙ୍ଗେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଫୋନ୍‌ ପାଇ ଆମ୍ୱୁଲାନ୍ସ ଆସିଥିଲା। ମାତ୍ର ଗାଁ ଭିତରକୁ ଯାଇ ପାରିନଥିଲା ଆମ୍ୱୁଲାନ୍ସ।

ରାସ୍ତା କାଦୁଅ ସରସର ହୋଇଥିବାରୁ ଆମ୍ୱୁଲାନ୍ସ ଘରଠାରୁ ୩ କିମି ଦୂର କୋୟଗୁଡା ଗାଁ ନିକଟରେ ଅଟକି ଥିଲା। ତେଣୁ ପରିବାର ଲୋକେ ପାର୍ବତୀଙ୍କୁ ଏକ ଖଟିଆରେ ଆମ୍ୱୁଲାନ୍ସ ପର୍ଯ୍ୟନ୍ତ ବୋହି ନେଇଥିଲେ। ପରେ ତାଙ୍କୁ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଏବେ ପାର୍ବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story