ଥମୁନି ଜନନୀ ଯନ୍ତ୍ରଣା: ପୁଣି ଖଟିଆରେ ବୁହା ହେଲେ ପ୍ରସୂତି

ଉମରକୋଟ(ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନଥିବାରୁ ଆସି ପାରିଲା ନାହିଁ ୧୦୨ ଆମ୍ୱୁଲାନ୍ସ। ତେଣୁ ଶେଷରେ ଖଟିଆରେ ବୁହା ହେଲେ ପ୍ରସୂତି। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଙ୍ଗା ବ୍ଲକ୍‌ ତାରାଯୋଡ଼ି ଗାଁରେ। ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ମନସାଏ ସାନ୍ତାଙ୍କ ସ୍ତ୍ରୀ କୈଶୁଳ୍ପାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ଗାଁର ଆଶାକର୍ମୀଙ୍କୁ  ଖବର ଦେଇଥିଲେ। ଏହାପରେ ଆଶାକର୍ମୀ ୧୦୨ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ଖରାପ ଥିବାରୁ […]

Nabarangpur

Nabarangpur

Jitendra Garnayak
  • Published: Sunday, 26 August 2018
  • Updated: 26 August 2018, 07:05 AM IST

Sports

Latest News

ଉମରକୋଟ(ଓଡ଼ିଶା ରିପୋର୍ଟର): ଗାଁକୁ ରାସ୍ତା ନଥିବାରୁ ଆସି ପାରିଲା ନାହିଁ ୧୦୨ ଆମ୍ୱୁଲାନ୍ସ। ତେଣୁ ଶେଷରେ ଖଟିଆରେ ବୁହା ହେଲେ ପ୍ରସୂତି। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଙ୍ଗା ବ୍ଲକ୍‌ ତାରାଯୋଡ଼ି ଗାଁରେ।

ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ମନସାଏ ସାନ୍ତାଙ୍କ ସ୍ତ୍ରୀ କୈଶୁଳ୍ପାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ଗାଁର ଆଶାକର୍ମୀଙ୍କୁ  ଖବର ଦେଇଥିଲେ। ଏହାପରେ ଆଶାକର୍ମୀ ୧୦୨ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଆମ୍ୱୁଲାନ୍ସ ଗାଁକୁ ଯାଇ ନପାରି ସରିସିଆଗୁଡ଼ା ଛକଠାରେ ରହିଥିଲା।

ଫଳରେ ବର୍ଷା ସତ୍ତ୍ୱେ ପରିବାର ଲୋକେ କୈଶୁଳ୍ପାଙ୍କୁ ଏକ ଖଟିଆରେ ବୋହି ଆମ୍ବୁଲାନ୍ସ ଥିବା ସ୍ଥାନକୁ ଯାଇଥିଲେ। ତେବେ ପାଖାପାଖି ୨ କିଲୋମିଟର ଗଲା ପରେ ବାଟରେ ସେ ଏକ ପୁତ୍ର ସନ୍ତାନକୁ ପ୍ରସବ କରିଥିଲେ। ଏହାପରେ ସରିସିଆଗୁଡ଼ା ଛକଠାରେ ଥିବା ଆମ୍ୱୁଲାନ୍ସରେ ସାହାଯ୍ୟରେ ମାଆଛୁଆଙ୍କୁ ଇଚ୍ଛାପୁର ସ୍ଥିତ ଡାକ୍ତରଖାନାକୁ ଅଣା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story