ସ୍ଥାପନ ହେଲା ବରଗଡ଼ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ

ବରଗଡ଼ (ଓଡ଼ିଶା ରିପୋର୍ଟର): ସ୍ଥାପନ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରାର ଶୁଭସ୍ତମ୍ଭ। ପାରମ୍ପରୀକ ରୀତିନୀତିରେ ପୂଜାର୍ଚ୍ଚନା ପରେ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରା ହାଟପଦା ସଞ୍ଚାର ପଡ଼ିଆରେ ଶୁଭଖୁଣ୍ଟି ସ୍ଥାପିତ ହୋଇଛି।

ଏହା ପୂର୍ବରୁ  ଶୁଭସ୍ତମ୍ଭ ସ୍ଥାପନ ଲାଗି  ମା’ ସମଲେଶ୍ୱରୀଙ୍କ ପୀଠରୁ ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ହାଟପଦା ପଡ଼ଇାରେ ପହଞ୍ଚିବା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଶୁଭସ୍ତମ୍ଭ ସ୍ଥାପନ ସହ ବରଗଡ଼ ଧନୁଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି।

ଆସନ୍ତା ୨୩ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୨ ତାରିଖ ଯାଏଁ ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ ଧନୁଯାତ୍ରା।

ଚଳିତବର୍ଷ କଂସ ଚରିତ୍ରରେ ଅଭିନୟ କରୁଥିବା କଳାକାର ପରିବର୍ତ୍ତନ ହେବେ ବୋଲି ଜଣାପଡିଛି।

Ordigital Desk
• Published: Sunday, 26 November 2017
• Updated: 26 November 2017, 10:35 PM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ସ୍ଥାପନ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁ ଯାତ୍ରାର ଶୁଭସ୍ତମ୍ଭ। ପାରମ୍ପରୀକ ରୀତିନୀତିରେ ପୂଜାର୍ଚ୍ଚନା ପରେ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରା ହାଟପଦା ସଞ୍ଚାର ପଡ଼ିଆରେ ଶୁଭଖୁଣ୍ଟି ସ୍ଥାପିତ ହୋଇଛି।

ଏହା ପୂର୍ବରୁ  ଶୁଭସ୍ତମ୍ଭ ସ୍ଥାପନ ଲାଗି  ମା’ ସମଲେଶ୍ୱରୀଙ୍କ ପୀଠରୁ ଏକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରା ହାଟପଦା ପଡ଼ଇାରେ ପହଞ୍ଚିବା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଶୁଭସ୍ତମ୍ଭ ସ୍ଥାପନ ସହ ବରଗଡ଼ ଧନୁଯାତ୍ରାର ଆଦ୍ୟପର୍ବ ଆରମ୍ଭ ହୋଇଛି।

ଆସନ୍ତା ୨୩ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୨ ତାରିଖ ଯାଏଁ ଦୀର୍ଘ ୧୧ ଦିନ ଧରି ଚାଲିବ ବରଗଡ଼ ଧନୁଯାତ୍ରା।

ଚଳିତବର୍ଷ କଂସ ଚରିତ୍ରରେ ଅଭିନୟ କରୁଥିବା କଳାକାର ପରିବର୍ତ୍ତନ ହେବେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos