ଓଡିଶା ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆସନ୍ତା ୧୭ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମୟରେ କଟକ ଆନନ୍ଦ ଭବନରେ ବିଜୁପଟ୍ଟନାୟକ ମ୍ୟୁଜିୟମ୍‌ର ଲୋକାର୍ପଣ ସହ ନେତାଜୀ ସଂଗ୍ରାହଳୟ ପରିଦର୍ଶନ କରିବେ ରାଷ୍ଟ୍ରପତି।  ତାସହ ପୁରୀରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ୧୦୦ ବର୍ଷ ପୂର୍ତ୍ତୀ ଉତ୍ସବରେ ମଧ୍ୟ ଯୋଗଦେବେ । ଏହି ଅବସରରେ ମହାମହିମ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ କମିଶନର […]

rastra

Rakesh Mallick
  • Published: Saturday, 10 March 2018
  • , Updated: 10 March 2018, 10:23 PM IST

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଆସନ୍ତା ୧୭ରେ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ସମୟରେ କଟକ ଆନନ୍ଦ ଭବନରେ ବିଜୁପଟ୍ଟନାୟକ ମ୍ୟୁଜିୟମ୍‌ର ଲୋକାର୍ପଣ ସହ ନେତାଜୀ ସଂଗ୍ରାହଳୟ ପରିଦର୍ଶନ କରିବେ ରାଷ୍ଟ୍ରପତି।  ତାସହ ପୁରୀରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ୧୦୦ ବର୍ଷ ପୂର୍ତ୍ତୀ ଉତ୍ସବରେ ମଧ୍ୟ ଯୋଗଦେବେ । ଏହି ଅବସରରେ ମହାମହିମ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ କମିଶନର କଟକରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

Related story