ମାଛର ଦାମ ଲକ୍ଷେ ୪୧ ହଜାର

ଚାନ୍ଦବାଲି (ବାସୁଦେବ ଦାସ): ମାଛର ଦାମ ଲକ୍ଷେ ୪୧ ହଜାର। ଏପରି ମାଛ ଭଦ୍ରକ ଜିଲ୍ଲା ଧାମରାର ଗଭୀର ସମୁଦ୍ରରୁ ଧରାଯାଇଛି। କୋଲକାତାର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଥିବା ଜଣାପଡ଼ିଛି। ଗତକାଲି ଚନ୍ଦନୀପାଳ ଗାଁର ଗୋବିନ୍ଦ ମଣ୍ଡଳ ଓ ତାଙ୍କ ସାଥୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ସମୁଦ୍ରରେ ମାଛ ଧରୁଥିବା ବେଳେ ଜାଲରେ ଗୋଟିଏ ୨୨ କେଜି ଓଜନର ମାଛ ପଡ଼ିଥିଲା। ଯାହାର ନାଁ ‘ତେଲିଆ’ ମାଛ। ଏହି ମାଛକୁ ଧରି ସେମାନେ […]

fish

fish

Manoranjan Sial
  • Published: Friday, 02 October 2020
  • Updated: 02 October 2020, 06:52 PM IST

Sports

Latest News

ଚାନ୍ଦବାଲି (ବାସୁଦେବ ଦାସ): ମାଛର ଦାମ ଲକ୍ଷେ ୪୧ ହଜାର। ଏପରି ମାଛ ଭଦ୍ରକ ଜିଲ୍ଲା ଧାମରାର ଗଭୀର ସମୁଦ୍ରରୁ ଧରାଯାଇଛି। କୋଲକାତାର ଜଣେ ବ୍ୟବସାୟୀ ଏହି ମାଛକୁ କିଣିଥିବା ଜଣାପଡ଼ିଛି।

ଗତକାଲି ଚନ୍ଦନୀପାଳ ଗାଁର ଗୋବିନ୍ଦ ମଣ୍ଡଳ ଓ ତାଙ୍କ ସାଥୀମାନେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ସମୁଦ୍ରରେ ମାଛ ଧରୁଥିବା ବେଳେ ଜାଲରେ ଗୋଟିଏ ୨୨ କେଜି ଓଜନର ମାଛ ପଡ଼ିଥିଲା। ଯାହାର ନାଁ ‘ତେଲିଆ’ ମାଛ। ଏହି ମାଛକୁ ଧରି ସେମାନେ କୂଳକୁ ଫେରିଥିଲେ। ମାଛଟିକୁ ନିଲାମ କରିଥିଲେ। କୋଲକାତାର ଜଣେ ବ୍ୟବସାୟୀ ମାଛଟିକୁ କିଣିଥିଲେ। ସେ ଏହାକୁ ଲକ୍ଷେ ୪୧ ହଜାର ଟଙ୍କାରେ କିଣିଥିଲେ।

ରାଜ୍ୟ ଓ ରାଜ୍ୟ ବାହାରେ ଏହି ମାଛର ଚାହିଦା ବେଶୀ ରହିଛି। ତେଣୁ ଏହି ମାଛର ଦାମ କିଲୋ ପିଛା ୬୦୦୦ ଟଙ୍କା ରହିଛି। ଅନ୍ୟପକ୍ଷରେ ଏହି ମାଛର ପିତ କୋଷରୁ ଏକ ଔଷଧ ତିଆରି ହେଉଥିବାରୁ ଏହାର ଦାମ ଅଧିକ ରହିଛି ବୋଲି ମତ ପ୍ରକାଶ ପାଇଛି। 

ସୂଚନାରୁ ପ୍ରକାଶ, ଏହି ମାଛ ସବୁ ସମୟରେ ମିଳନ୍ତି ନାହିଁ। ଏମାନେ ସାଧାରଣତଃ ଗଭୀର ସମୁଦ୍ରରେ ରୁହନ୍ତି। ତେଣୁ ଜାଲରେ ଧରା ପଡ଼ନ୍ତି। ବେଳେ ବେଳେ ସେମାନେ ଖାଦ୍ୟ ଅନ୍ୱେଷଣରେ କୂଳକୁ ଆସୁଥିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଧରା ପଡିଯାଆନ୍ତି ବୋଲି ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story